ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଘର, ନିଆଁ ଲିଭାଇବାକୁ ଆସିଲାନି ଦମକଳ
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୫ ବଖରା ଘର ଜଳି ଧ୍ୱଂସ ହୋଇଯାଇଛି । ସୋମବା ରାତିରେ ଏହି ଅଗ୍ନିକାଣ୍ଡ ଘଟି ୫ଟି ଘର ନିଆଁରେ ସମ୍ପୂର୍ଣ୍ଣ ପୋଡ଼ିଯାଇଛି ।
ମିଳିଥିବା ସୂତ୍ର ଅନୁଯାୟୀ ସଟ୍ ସର୍କିଟ୍ ଯୋଗୁଁ…