ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଆନ୍ଦୋଳନରତ ଗ୍ରାମବାସୀ
ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ନିକଟସ୍ଥ କିଛି ଗାଁର ଗ୍ରାମବାସୀ ମାନେ ।
ସୂଚନା ଅନୁଯାୟୀ ସ୍ଥାନୀୟ ନିହାରୁଣି ନଦୀରୁ ଅଳିଆ ଆବର୍ଜନା ସଫେଇ ନେଇ ଆଜି ସକାଳୁ ପ୍ରାୟ ୫ଶହରୁ ଅଧିକ ସଂଖ୍ୟାରେ ଗ୍ରାମବାସୀମାନେ ପାରାଦୀପ ତୈଳ ବିଶୋଧନାଗାର…