Latest Odisha News

BREAKING NEWS

ଟ୍ରେନ୍ ପଛରେ କାହିଁକି ଥାଏ ଛକି ଚିହ୍ନ ? ଜାଣନ୍ତୁ କାରଣ…

ଅନେକ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବାଆସିବା କରିଥାନ୍ତି । ଟ୍ରେନର ଶେଷ ଆଡକୁ ଥିବା ଡବା ପଛରେ ଅଙ୍କା ଯାଇଥିବା ଚିହ୍ନ ଉପରେ ସମସ୍ତଙ୍କର ନଜର ପଡିଥିବ । କେହିକେହି ଚିହ୍ନକୁ ଦେଖିଥିବେ ତ ଆଉ କାହାର ନଜର ସେ ଦିଗ ଆଡେ ଯାଇନଥିବ । ବଗି ଗୁଡିକର କନେକ୍ସନରେ କୌଣସି ଯାନ୍ତ୍ରିକ…

ଆସିଲା ସୁପ୍ରିମ ରାୟ: ସହମତିରେ ସମଲିଙ୍ଗୀ ସମ୍ପର୍କ ଆଇନସିଦ୍ଧ

ନୂଆଦିଲ୍ଲୀ: ସହମତିରେ ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ ! ସମ୍ବିଧାନର ଧାରା ୩୭୭ ଉଚ୍ଛେଦ କରିବା ପରି ଏକ ଐତିହାସିକ ଶୁଣାଣି କରିଛନ୍ତି ଆଜି ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏବେ ଭାରତରେ ସମଲିଙ୍ଗୀ ସମାଜ ସମଲିଙ୍ଗୀ ଯୌନ ସମ୍ପର୍କ ରଖିପାରିବେ, ଏବେ ଏହା…

ପ୍ରବଳ ବର୍ଷାରେ କଟକ-ଭୁବନେଶ୍ୱର ବେହାଲ୍, ସ୍କୁଲ-କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଗତ ୩୬ ଘଣ୍ଟା ଧରି ଲଗାଣ ବର୍ଷାରେ କଟକ-ଭୁବନେଶ୍ୱର ଜଳାର୍ଣ୍ଣବ ହୋଇପଡ଼ିଛି । ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ଜୀବନଯାତ୍ରା ଏକରକମ ବ୍ୟାହତ ହୋଇପଡ଼ିଛି । କଟକର ଜନଗହଳିପୂର୍ଣ୍ଣ ବାଦାମବାଡ଼ିରେ ବର୍ଷାଜଳ ୨ ଫୁଟ ଉଚ୍ଚରେ ରହି ରାସ୍ତା ଉପରେ ବହି ଚାଲିଛି ।…

ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ୪୦୧.୯୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ମଞ୍ଜୁର କରିଛନ୍ତି । କେନ୍ଦ୍ର ସରକାର ଏଥିଲାଗି ୪୦୧.୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଠାରେ…

ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଶତାଧିକ ବ୍ୟକ୍ତିଙ୍କ ବିଜେଡ଼ିରେ ଯୋଗଦାନ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର, ପଟାଙ୍ଗୀ, ସେମିଳିଗୁଡ଼ା ବ୍ଲକର ୨୦୦ରୁ ଊଦ୍ଧ୍ୱର୍ ନେତା, କର୍ମୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ପ୍ରଶାସକ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନାଏବ ସରପଞ୍ଚ, କୃଷକ ନେତା, ମହିଳା ନେତ୍ରୀ, ଯୁବ ଓ…

ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡ଼ି

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡ଼ି ସରକାର ଆଗୁଆ ନିର୍ବାଚନ ସପକ୍ଷରେ ଆଜି ନିର୍ବାଚନ କମିଶନରଙ୍କ ନିକଟରେ ମତ ପୋଷଣ କରିଛନ୍ତି । ନିର୍ବାଚନ କମିଶନ ଯଦି ଆଗୁଆ ନିର୍ବାଚନ କରୁଥାଆନ୍ତି ତେବେ ଓଡ଼ିଶାକୁ ଏଥିରେ ଅନ୍ତଭୃକ୍ତ କରିବାକୁ ବିଜେଡ଼ି ପ୍ରସ୍ତାବ ଦେଇଛି । ଏ ସମ୍ପର୍କରେ…

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଖୁବ୍ ଶିଘ୍ର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଏହି ପ୍ରସଙ୍ଗରେ ୨୩ ସେପ୍ଟେମ୍ବର ୨୦୧୩…

ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ, ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୮-୧୯ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା । ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ରାଜ୍ୟର ଶିକ୍ଷା, କୃଷି, ଗ୍ରାମୀଣ…

କଟକ: ‘ମୋମୋ’ ଖେଳରୁ ଜୀବନ ଗଲା, ଫାଶିଦେଇ ଯୁବକ ମୃତ

କଟକ: ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ମୋମୋ ଖେଳ ନଖେଳିବାକୁ ଗତ ସପ୍ତାହରେ ସତର୍କ ରହିବାକୁ ସଚେତନତା ମୂଳକ ନିର୍ଦ୍ଦେଶ ଜାରି କରିଥିଲେ । ସରକାର ଏହି ଖେଳ ନଖେଳିବାକୁ ଯେତେ ବାରଣ କରୁଥିଲେ ମଧ୍ୟ ଯୁବଗୋଷ୍ଠୀ ଏହି ମରଣାନ୍ତକ ଖେଳ ‘ମୋମୋ’ ଜାଲରେ ଫସୁଛନ୍ତି । କଟକ…

ରାୟଗଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକର ବିଭିନ୍ନ ଅଞ୍ଚଳରେ ହିଂସାକୁ ନିନ୍ଦା କରି ମାଓବାଦୀ ବିରୋଧୀ ପୋଷ୍ଟର କାନ୍ଥରେ ଛପାଯାଇଛି । ଏହି ପୋଷ୍ଟର୍ ଗୁଡ଼ିକ ମେଡ଼ିକାଲ୍ ବଜାର, ଦହସିଲ ଅଫିସ ସହିତ ଅନେକ ଅଞ୍ଚଳରେ ମରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ପୋଷ୍ଟର ଗୁଡ଼ିକୁ ସମ୍ପୂର୍ଣ୍ଣ…