ଅତ୍ୟଧିକ ତୈଳ ଦରବୃଦ୍ଧି ପ୍ରତିବାଦରେ ଆଜିଠୁ ବିଜେଡ଼ିର ୩ ଦିନିଆ ଆନ୍ଦୋଳନ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସର୍ବକାଳୀନ ସର୍ବାଧିକ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ପ୍ରତିବାଦରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ସାରା ଓଡ଼ିଶାରେ ଏକ ୩ ଦିନିଆ ବିକ୍ଷୋଭ ଆରମ୍ଭ ହୋଇଛି । ଏହି ଆନ୍ଦୋଳନ ୭ ତାରିଖରୁ ୯ ତାରିଖ ଯାଏ ଚାଲୁରହିବ ।
ଏହି ଆନ୍ଦାଳନରେ ଅଂଶଗ୍ରହଣ କରି ବିଜୁ…