ସାବଧାନ୍! ଇ-କେଓ୍ବାଇସି ନକଲେ କଟିବ ରାସନକାର୍ଡ
ଭୁବନେଶ୍ବର: ରାଜ୍ୟରେ ଏବେ ରାସନକାର୍ଡରେ ଇ-କେଓ୍ବାଇସି ଚାଲିଥିବା ବେଳେ ଏବେ ବି ଅନେକ ହିତାଧିକାରୀ ନିଜର ଇ-କେଓ୍ବାଇସି ଅପଡେଟ୍ କରିନଥିବା ଜଣାପଡିଛି । ଏନେଇ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଅବଧି ତାରିଖ ଘୁଞ୍ଚାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରୁନାହିଁ ଇକେଓ୍ବାଇସି । ଏବେ…