ମଣିପୁର ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ
ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଅଚଳାବସ୍ଥା। ଆଜିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ। ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ରବିବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ଦୁଇ…