୫ ମିନିଟରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଆଳୁ ଚାଟ୍
ଭୁବନେଶ୍ଵର: ଚଟପଟା ଖାଦ୍ୟର ନାଁ ଶୁଣିଲେ ପ୍ରଥମେ ଚାଟ ମନେ ପଡିଯାଏ । ସାଧାରଣତଃ ସମସ୍ତେ ବଜାରରେ ମିଳୁଥିବା ଚାଟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇନଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଳୁ ଚାଟର ରେସିପି ନେଇ ଆସିଛୁ ।…