କାଲିଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ
ମୟୂରଭଞ୍ଜ: ଶିମିଳିପାଳ ଅଭ୍ୟାରଣ୍ୟରେ କଳାବାଘ ଶିକାର ହେବାପରେ ଏବେ ତତ୍ପର ହୋଇ ଉଠିଛି ପ୍ରଶାସନ । ଶିମିଳିପାଳ ଉପରେ ନଜର ରଖିବାକୁ ବନବିଭାଗ ଓ ପୋଲିସର ମିଳିତ ସହଯୋଗରେ ଗଠିତ ହୋଇଛି ସ୍ପେଶାଲ ଟାସ୍କଫୋର୍ସ । ଏହି ଟାକ୍ସ ଫୋର୍ସରେ ଆର୍ମ ଫୋର୍ସକୁ ମଧ୍ୟ ସାମିଲ କରାଯାଇଛି ।
ତେବେ…