ମଧୁସୂଦନ ପାଢ଼ୀ ହେଲେ ଓଡ଼ିଶାର ନିର୍ବାଚନ କମିଶନ
ଭୁବନେଶ୍ୱର: ବଦଳିଲେ ଓଡ଼ିଶାର ନିର୍ବାଚନ କମିଶନ । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ମିଳିଛି ଏହି ଦାୟିତ୍ୱ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା ରାଜ୍ୟ ନିର୍ବାଚନ କମିଶନର ପଦ । ରାଜ୍ୟ ସରକାରଙ୍କ…