ସୈଫଙ୍କ ଚିକିତ୍ସା ଖର୍ଚ୍ଚ; କିଛି ଘଣ୍ଟା ମଧ୍ୟରେ ଇନସୁରାନ୍ସ ଟଙ୍କା ମିଳିବା ନେଇ ବିବାଦ…
ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଦୁବୁର୍ତ୍ତ ଛୁରୀରେ ଆକ୍ରମଣ କରିଥିଲା। ଯାହା ପରେ ତାଙ୍କୁ ୫ ଦିନ ପାଇଁ ହସ୍ପିଟାଲରେ ରହିବାକୁ ପଡିଥିଲା। ବର୍ତ୍ତମାନ ସୈଫ୍ ଘରକୁ ଫେରିଥିବା ବେଳେ ବିଭିନ୍ନ ଘଟଣାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି।
ନିବା ବୁପା ଦ୍ୱାରା ଚିକିତ୍ସା…