କେତେବେଳେ କଦଳୀ ଖାଇଲେ ଦେହ ପାଇଁ ଭଲ?
ଭୁବେନେଶ୍ବର: କଦଳୀ ଏମିତି ଏକ ଫଳ ଯାହା ସବୁ ଋତୁରେ ବଜାରରେ ମିଳିଥାଏ । ପ୍ରାୟ ସମସ୍ତଙ୍କୁ କଦଳୀ ଖାଇବାକୁ ପସନ୍ଦ । ଏହି ଫଳରେ ଫାଇବର, ଭିଟାମିନ ସି, ଭିଟାମିନ B6, ପ୍ରୋଟିନ, ପୋଟାସିୟମ, ମ୍ୟାଗ୍ନେସିମୟ, ମାଙ୍ଗାନିଜ ଓ ମିନେରାଲ ରହିଛି ।
ଏହା ପ୍ରାକୃତିକ ଭାବେ ଶରୀରକୁ ଶକ୍ତି ଯୋଗାଏ ।…