ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍; ପୋଷ୍ଟର ମାରି ଚେତାଇଲା ପୋଲିସ
ପୁରୀ: ଶ୍ରୀମନ୍ଦିର ଭିତରଫଟୋ ଏବଂ ଭିଡିଓ ଭାଇରାଲ୍ ହେବାକୁ ନେଇ ଏବେ ଆକ୍ସନ ମୋଡରେ ପୁରୀ ପୋଲିସ୍ ପ୍ରଶାସନ। ପୋଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଚେତାଇ ଦିଆଯାଇ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରାଯାଇଛି। ଏଥିସହିତ ମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ କରାଯାଇଛି। ଉକ୍ତ ପୋଷ୍ଟରରେ ସିଧା…