Latest Odisha News

BREAKING NEWS

ରାଜ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ପାଇଁ ଟାଟା ପାୱାର ରିନ୍ୟୁଏବଲ ଓ ଓରେଡା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ଟାଟା ପାୱାରର ସହାୟକ ସଂସ୍ଥା ଟାଟା ପାୱାର ଅକ୍ଷୟ ଶକ୍ତି ଲିମିଟେଡ୍ (ଟିପିଆରଇଏଲ) ଆବାସିକ ଗ୍ରାହକଙ୍କ ମଧ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ଆଗେଇ ଆସିଛି । ଅକ୍ଷୟ ଶକ୍ତି ଲାଗି ରାଜ୍ୟର ନୋଡାଲ ଏଜେନ୍ସି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ…

ଇରାନର ପ୍ରସିଦ୍ଧ ଗାୟକ ହୁସୈନ ମଘସୌଦଲୁଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: କଠୋର ଧାର୍ମିକ ଆଇନ କାରଣରୁ ଇରାନରେ ପୁଣି ଥରେ ମୃତ୍ୟୁଦଣ୍ଡର ମାମଲା ସାମନାକୁ ଆସିଛି। ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ଗାୟକ ଅମିର ହୁସୈନ ମଘସୌଦଲୁ ( ଟାଟାଲୁ)ଙ୍କୁ ଈଶ୍ୱରଙ୍କୁ ନିନ୍ଦା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏନେଇ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ…

ଶୀତ ଦିନେ ଗାଧୋଉନାହାନ୍ତି କି ବଢ଼ିବ ଆୟୁଷ ! ଜାଣନ୍ତୁ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ଶୀତ ଦିନେ ଗାଧୋଇବା ସମସ୍ତଙ୍କ ପାଇଁ ଏକ କଠିନ କାମ ହୋଇଥାଏ। କିଛି ଲୋକ ଏମିତି ବି ଥାନ୍ତି ଯେଉଁମାନେ ଦୁଇରୁ ତିନି ଦିନ ଶୀତ ଦିନେ ଗାଧୋଇନଥାନ୍ତି। ଆଉ ଏକଥା ସେମାନେ କାହାକୁ କହିବାକୁ ଲାଜ କରନ୍ତି। ଏପରି ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା କୁଆଡ଼େ ଶୀତ ଦିନେ…

ପୁଣି ଆରମ୍ଭ ହେଲା ‘ଟ୍ରମ୍ପ ଯୁଗ’: ଆମେରିକାର ୪୭ ତମ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ୪୭ ତମ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କଲେ ଟ୍ରମ୍ପ । ଏହାକୁ ମିଶାଇ ସେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ । ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି ବିବେଚନା…

ରାସ୍ତାକଡର ବିଷାକ୍ତ ଫଳ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

ରାୟଗଡା: ରାସ୍ତାକଡର ଅମରି ଜଡ଼ା ଫଳ ଖାଇ ଦଶ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ରାୟଗଡା ଜିଲ୍ଲା କୋଲନରା ବ୍ଲକର ବରିଗୁଡା ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଜଙ୍ଗଲୀ ଫଳକୁ ଖାଇ ଅସୁସ୍ଥ ହୋଇଛନ୍ତି । ଶିଶୁ ମାନଙ୍କ ପ୍ରଥମେ ସ୍ଥାନୀୟ ଏକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ…

ଟ୍ରମ୍ପଙ୍କ ଶପଥ ଗ୍ରହଣର ୧୦ ଘଣ୍ଟା ପୂର୍ବରୁ ରେକର୍ଡ କଲା ବିଟକଏନ୍

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର ପ୍ରାୟ ୧୦ ଘଣ୍ଟା ପୂର୍ବରୁ, କ୍ରିପ୍ଟୋକରେନ୍ସି ବଜାରରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ବିଟକଏନ୍ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ବିଟକଏନ୍ ମୂଲ୍ୟ ୧୭ ଡିସେମ୍ବରରେ ବୃଦ୍ଧି ପାଇଥିଲା।…

ଆସିଲା ନୂଆ ଫିଚର; ହ୍ବାଟ୍ସଆପ୍‌ ଷ୍ଟାଟସରେ ଏବେ ମ୍ୟୁଜିକ୍‌ ଆଟାଚ୍‌ କରିପାରିବେ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ନିଜର ୟୁଜରଙ୍କ ପାଇଁ ଆଣିଛି ନୂଆ ଫିଚର'ମ୍ୟୁଜିକ୍‌ ଅଫ୍‌ ଷ୍ଟାଟସ୍‌' ଅପଡେଟ୍ । ନାଁରୁ ହିଁ ଜଣା ପଡୁଛି ଫିଚର ଟି କଣ ହୋଇଥିବ । ପୂର୍ବରୁ ୟୁଜର କୌଣସି ଷ୍ଟାଟସ ଲଗାଉଥିବା ସମୟରେ ମ୍ୟୁଜିକ୍‌ ଆଟାଚ୍‌ କରିବା ପାଇଁ କୌଣସି ବିକଳ୍ପ…

ଏନକାଉଣ୍ଟରରେ ୨ ନକ୍ସଲ ନିପାତ, ସେପଟେ ଆତ୍ମସମର୍ପଣ କଲେ ୬ ନକ୍ସଲ

ନୂଆପଡ଼ା: ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି । ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଯବାନମାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ସମୟରେ ଜଣେ ଯବାନ ଆହତ ହୋଇଛନ୍ତି । ହେଲେ ନିହତ ମାଓବାଦୀଙ୍କ…

ରାହୁଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଏଫଆଇଆର ରୁଜୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇର। ଦେଶର ସର୍ବଭୌମତ୍ୱ ପ୍ରତି ବିପଦ ଥିବା ଏଫଆଇଆରରେ ଅଭିଯୋଗ ହୋଇଛି। ନିକଟରେ ରାହୁଲ ଦେଇଥିବା ଏକ ବୟାନକୁ ନେଇ ତାଙ୍କ ବିରୋଧରେ ଆସାମରେ ଏହି ମାମଲା ରୁଜୁ ହୋଇଛି ବୋଲି ଜଣାପଡ଼ିଛି। ଅନ୍ୟପଟେ କଂଗ୍ରେସ ଏହାକୁ ରାଜନୈତିକ ଷ୍ଟଣ୍ଟ…

ମହାଦେବ କହିଛନ୍ତି ମୁଁ ହିଁ ବିଷ୍ଣୁ: ଆଇଆଇଟି ବାବା

ପ୍ରୟାଗରାଜ: ମହାକୁମ୍ଭରେ ଆଇଆଇଟି ବାବା ନାମରେ ପରିଚିତ ଅଭୟ ସିଂଙ୍କୁ ନେଇ ସବୁଠି ଚର୍ଚ୍ଚା। ଏବେ ସୋସିଆଲ ମିଡିଆରେ ସେ ଯେତିକି ପ୍ରଶଂସିତ ହେଉଛନ୍ତି ସେତିକି ଟ୍ରୋଲ୍ ମଧ୍ଯ ହେଉଛନ୍ତି। ତେବେ ଆଖଡା ପକ୍ଷରୁ କୁହାଯାଇଛି ଯେ ଆଇଆଇଟି ବାବା ଓରଫ ଅଭୟ ସିଂହ ଜଣେ ଠକ, ନକଲି ବାବା ଏବଂ ଜଣେ…