‘ନ୍ୟାୟପାଳିକାର ସ୍ୱାଧୀନତାର ଅର୍ଥ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ’
ନୂଆଦିଲ୍ଲୀ: ସ୍ବାଧୀନ ନ୍ୟାୟପାଳିକାର ଅର୍ଥ ଏହା ନୁହେଁ ଯେ, ନ୍ୟାୟପାଳିକା ସବୁବେଳେ ସରକାରଙ୍କ ବିରୋଧରେ ହିଁ ନିଷ୍ପତ୍ତି ଶୁଣାଇବ । ନ୍ୟାୟିକ ସ୍ବତନ୍ତ୍ରତାର ଅର୍ଥ କେବଳ କାର୍ଯ୍ୟପାଳିକାଠୁ ନୁହେଁ ବରଂ ବିଭିନ୍ନ ପ୍ରକାରର ଚାପ ଏବଂ ବିଭିନ୍ନ ଗୋଷ୍ଠୀର ପ୍ରଭାବରୁ ମଧ୍ୟ ମୁକ୍ତ ହେବା ।…