ଲରେନ୍ସ ବିଷ୍ଣୋଇଙ୍କୁ ହିରୋ ଦର୍ଶାଇ ଟି-ସାର୍ଟ ବିକି ଫସିଲେ ଏହି ଦୁଇ ଇ-କମର୍ସ ପ୍ଲାଟଫର୍ମ
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋଥିବା ଟି-ସାର୍ଟ ବିକ୍ରି କରି ଚର୍ଚ୍ଚାରେ ଅନଲାଇନ୍ ସପିଂ ପ୍ଲାଟଫର୍ମ ମିଶୋ । ଏହି ଟି-ସାର୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛି ଏହି ପ୍ଲାଟଫର୍ମ ।
ଏକ ଅଧିକାରୀଙ୍କ ବିବୃତ୍ତିରେ କମ୍ପାନୀ କହିଛି ଯେ, ଏହି…