Latest Odisha News

BREAKING NEWS

ବଂଶବାଦ ରାଜନୀତି: କେଉଁ ଦଳ ଆଗୁଆ?

ଭୁବନେଶ୍ବର: ନାଁ ବଦଳିଲା, ଟିକେଟ୍ ଘରେ ରହିଲା । ବାପାଙ୍କ ପରେ ପୁଅ ଜଗିବେ ଗଡ ! ମଇଦାନକୁ ଓହ୍ଲାଇଲେ ପୁଅ, ଝିଅ । ପରଦା ପଛରୁ ବିରୋଧୀଙ୍କୁ ମାତ୍ ଦେବାକୁ ଗୋଟି ଚଳାଇବେ ନେତା । ବିବାଦ ହେଉ କି ବୟସ ବାଧା, ନେତାଙ୍କ ଗଡ ଜଗିବେ ଉତ୍ତରାଧିକାରୀ ! ରାଜ୍ୟର ତିନି ପ୍ରମୁଖ ଦଳର ଟିକେଟ୍…

ଆହୁରି ଦୁଇ ଦିନ ତାତିରୁ ନିସ୍ତାର ନାହିଁ, ୭ ପରେ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ବର: ଅସହ୍ୟ ଗରମକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ । ଡହଡହ ଖରାରେ ସିଝୁଛି ଓଡ଼ିଶା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଛୁଇଁଛି । ୧୧ ସହରରେ ପାରଦ ୪୦ ଟପିଛି । ଆଗକୁ ଆହୁରି ଗରମ ହେବା ନେଇ ଆକଳନ କରିଛି ପାଣିପାଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କେନ୍ଦ୍ରପୁରୁଷ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ରୂପରେ ପରିକଳ୍ପନା କରି ଓ ବ୍ରହ୍ମାଣ୍ଡ ତତ୍ତ୍ୱରେ ତାହାଙ୍କୁ ବର୍ଣ୍ଣନା କରିବାକୁ ଯାଇ ସାଧକ ବଳରାମ ଦାସଙ୍କ ରଚିତ “ବ୍ରହ୍ମାଣ୍ଡ ଭୂଗୋଳ “ଗ୍ରନ୍ଥକୁ…

ଲୋକସଭା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସ

ନୂଆଦିଲ୍ଲୀ: କମ୍‌ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ମତଦାନ ହାର ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ…

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଭିକେ ପାଣ୍ଡିଆନଙ୍କୁ ବହିଷ୍କାର କରାଯାଉ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ ସରକାରୀ ଅଧିକାରୀମାନେ ସିଧାସଳଖ ଭାବରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯେଉଁ ଅଫିସରମାନଙ୍କ ତାଲିକା ରହିଛି ସେହି ତାଲିକାର ୧ ନମ୍ବରରେ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପରି ପଶ୍ଚିମବଙ୍ଗରେ ନିର୍ମାଣ ହେବ ଡିଆରଡିଓର ନୂଆ ପ୍ରୋଜେକ୍ଟ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଜୁନପୁଟ ଗ୍ରାମରେ ଡିଆରଡିଓ ପକ୍ଷରୁ ନିର୍ମାଣ ହେବ ଦେଶର ଅସ୍ତ୍ରଶସ୍ତ୍ର ପାଇଁ ଏକ ଛୋଟ ପରୀକ୍ଷା କେନ୍ଦ୍ର । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପରି ପଶ୍ଚିମବଙ୍ଗରେ ନିର୍ମାଣ ହେବ ଡିଆରଡିଓର ନୂଆ ପ୍ରୋଜେକ୍ଟ । ନିର୍ମାଣ କାର୍ଯ୍ୟ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ…

ଆରସିବି ଏଥିପାଇଁ ୧୬ ବର୍ଷ ହେବ ଟ୍ରଫି ଜିତି ପାରୁ ନାହିଁ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମରେ ଆନ୍ତର୍ଜାତୀୟ ଷ୍ଟାର ଖେଳାଳି ଥିବା ସତ୍ୱେ ଏହି ଟିମ ୧୬ ବର୍ଷ ହେବ ଟାଇଟଲ ହାସଲ କରିପାରୁ ନାହିଁ । ଗୁରୁବାର ଅମ୍ବାତି ରାୟୁଡୁ ଆରସିବି ଚାମ୍ପିୟନ ନ ହେବାର କାରଣ ଖୋଲିକରି କହିଛନ୍ତି । ତାଙ୍କର ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ…

ସାନିଆ, ତା ପରେ ସନା ଜାଭେଦ ଏବେ ନୱାଲ ସଇଦଙ୍କ ଉପରେ ଶୋଏବଙ୍କ ନଜର

ଲାହୋର: ତିନି ଥର ବିବାହ କରିବା ପରେ ମଧ୍ୟ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ମନ ବୁଝୁ ନାହିଁ । ନିକଟରେ ପାକିସ୍ତାନୀ ଚ୍ୟାଟ ଶୋ ଲାଇଫ ଗ୍ରୀନ ଟିଭି ଏଂଟରଟେନମେଂଟକୁ ଅଭିନେତ୍ରୀ ନୱାଲ ସଇଦ ଏକ ସାକ୍ଷାତକାର ଦେବା ଅବସରରେ ଏହି ଖୁଲାସା କରିଛନ୍ତି । ଏଜାଜ ଅସଲମ ଓ ନାଦିୟା ଖାଁଙ୍କ ସହ…

ପାରଦର୍ଶୀରେ ମାଗଣା ଆଡ଼ମିସନକୁ ମନା କରିବାରୁ ଭୁବନେଶ୍ୱର ବିଇଓ ଅଫିସରେ ଅଭିଭାବକ ମହାସଂଘର ଧାରଣା

ଭୁବନେଶ୍ୱର: ପାରଦର୍ଶୀରେ ମାଗଣା ଆଡ଼ମିସନକୁ ମନା କରିବାରୁ ବିଇଓ ଅଫିସରେ ଅଭିଭାବକ ମହାସଂଘର ଧାରଣା। ଆରଟିଇରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ୨୫ ପ୍ରତିଶତ ସିଟରେ ମାଗଣା ପାଠ ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ କରି ବିଭିନ୍ନ ବେସରକାରୀ ସ୍କୁଲରେ ଆଡ଼ମିସନ ପାଇଁ…

ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଦେଲେ ଇସ୍ତଫା। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫାପତ୍ରରେ ସେ ଲେଖିଛନ୍ତି, "ଗତ ୫ ବର୍ଷ ଧରି…