ବିବାଦରେ ରାଜସ୍ଥାନର ଇଂରାଜୀ ବହି, ଇଂଲଣ୍ଡର ପତାକାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବଡ ଆକ୍ସନ
ଜୟପୁର: ବିବାଦ ଭିତରେ ରାଜସ୍ଥାନର ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀ ଇଂରାଜୀ ପାଠ୍ୟ ପୁସ୍ତକ । ବହି ଉପରେ ଇଂଲଣ୍ଡ ପତାକାକୁ ନେଇ ଉପୁଜିଥିବା ବିବାଦକୁ ନେଇ ଆକ୍ସନ ମୋଡରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର । ଯଥା ଶୀଘ୍ର ଏନେଇ ତଦନ୍ତ କରାଯାଉ ଏବଂ ଖୁବ ଶୀଘ୍ର ବହି ବଦଳାଯାଉ ବୋଲି ନିର୍ଦ୍ଦେଶ…