Latest Odisha News

BREAKING NEWS

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟ

ଭୁବନେଶ୍ୱର: ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ରାଜ୍ୟସଭା…

ବଢୁଛି ନିର୍ବାଚନୀ ଖର୍ଚ୍ଚ, ଜାଣନ୍ତୁ ପ୍ରତି ଭୋଟରଙ୍କ ପିଛା ହୋଇଥାଏ କେତେ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳ ଜଳ ପରି ଟଙ୍କା ଖର୍ଚ୍ଚ କରନ୍ତି। ଗତ ଲୋକସଭା ନିର୍ବାଚନ ପରି ଏଥର ମଧ୍ୟ ଭାରତର ନିର୍ବାଚନ ସମଗ୍ର ବିଶ୍ୱର ସବୁଠୁ ମହଙ୍ଗା ହେବାକୁ ଯାଉଛି। ଚଳିତ ବର୍ଷର ଲୋକସଭା ନିର୍ବାଚନରେ ​​୯୭ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିବେ। ଭୋଟରଙ୍କ ସଂଖ୍ୟା…

୧୦ ବର୍ଷରେ ଘଟିଥିଲା ନେହରୁଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ଯେତେବେଳେ ଦେଶର ଦ୍ୱିତୀୟ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା, ସେତେବେଳେ କଂଗ୍ରେସର ଲୋକପ୍ରିୟତା ଧିରେଧିରେ ହ୍ରାସ ପାଉଥିବା ଦେଖାଯାଇଥିଲା। ଦଶ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲା। ୧୯୫୭ରେ ଅନୁଷ୍ଠିତ…

ଲୋକସଭା ଆସନ: ବିଜେଡି ଓ ବିଜେପିରୁ କିଏ ପ୍ରାର୍ଥୀ ହୋଇଛନ୍ତି?

ଭୁବନେଶ୍ୱର: ବିଜେପି ପରେ ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା। ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ବିଜେପି କେବଳ 18 ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ କଂଗ୍ରେସ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ।…

ପୁରୀ, ଢେଙ୍କାନାଳ ଓ କଟକ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ଦେଲା ବିଜୁ ଜନତା ଦଳ

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟରେ ବିଜେଡି ଛଅଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଏବଂ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ…

ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ଅଣ୍ଡାମାଡ଼

ନବରଙ୍ଗପୁର: ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ରାଜନୈତିକ କନ୍ଦଳ। ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ଅଣ୍ଡାମାଡ଼। ବଳଭଦ୍ର ମାଝୀଙ୍କୁ କିଛି ଅସନ୍ତୁଷ୍ଟ ଗୋଷ୍ଠୀର କିଛି କାର୍ଯ୍ୟ କର୍ତ୍ତା ଅଣ୍ଡାମାଡ଼ କରିଥିବା ସୂଚନା ରହିଛି।…

ଆସନ୍ତାକାଲି ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି; ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ…

ଭୁବନେଶ୍ୱର: ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତାକାଲି ଅର୍ଥାତ ୨୮ ମାର୍ଚ୍ଚ…

୫ କୋଟି ୯୯ ଲକ୍ଷ ଟଙ୍କାରେ ନିଲାମ ହେଲା ଟାଇଟାନିକ ଫିଲ୍ମରେ ବ୍ୟବହୃତ କବାଟ

ନୂଆଦିଲ୍ଲୀ: ହଲିଉଡର ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଫିଲ୍ମ ଟାଇଟାନିକ ରିଲିଜ ହେବାର ୨୬ ବର୍ଷ ହୋଇଗଲାଣି । ଏବେ ବି ଦର୍ଶକଙ୍କ ମନରେ ଏହି ଫିଲ୍ମ ଘର କରି ରହିଛି । ଏଥିରେ ଲିୟୋନାର୍ଡ ଡିକ୍ରାପିୟୋ ଓ କେଟ ୱିନ୍ସଲେଟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନିକଟରେ ଏହି ଫିଲ୍ମରେ…

ଖରାପ ଟିପ୍ପଣୀ ମହଙ୍ଗା ପଡିଲା! କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲ୍ଲୀପ ଘୋଷଙ୍କୁ ନିର୍ବାଚନ କମିଶନଙ୍କ…

ନୂଆଦିଲ୍ଲୀ: କଂଗ୍ରେସର ସୁପ୍ରିୟା ଶ୍ରୀନେତ ଏବଂ ବିଜେପିର ଦିଲ୍ଲୀପ ଘୋଷଙ୍କୁ ଇସି ନୋଟିସ ପଠାଯାଇଛି। ଗୋଟିଏ ପଟେ ବିଜେପି ସୁପ୍ରିୟାଙ୍କ ବିରୋଧରେ ନିର୍ବାଚନ ଆୟୋଗକୁ ଯାଇଥିବାବେଳେ, ଅନ୍ୟପଟେ ଟିଏମସି ଦିଲ୍ଲୀପଙ୍କ ବିବୃତ୍ତିରେ ଆପତ୍ତି ଉଠାଇଥିଲା। ଏବେ ଉଭୟ ନେତାଙ୍କୁ ସେମାନଙ୍କର ଖରାପ…

ଟଳିଲା ବଡ଼ ଅଘଟଣ, ବିମାନ ଉଡ଼ାଣ ପୂର୍ବରୁ ପରସ୍ପର ସହିତ ଧକ୍କା

କୋଲକାତା : କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ଦୁଇ ବିମାନ । ଉଡାଣ ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା କିନ୍ତୁ ପରିସ୍ଥିତି ଶୀଘ୍ର ନିୟନ୍ତ୍ରିତ ହୋଇଥିଲା ଏବଂ କୌଣସି ବଡ଼…