ଆପକୁ ହାଇକୋର୍ଟଙ୍କ ଚେତାବନୀ, କୋର୍ଟ ପରିସରରେ ପ୍ରତିବାଦ କଲେ ପରିଣାମ ଭୟଙ୍କର ହେବ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ ହେବା ପରେ ଆମ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ତୀବ୍ର ପ୍ରତିବାଦ…