Latest Odisha News

BREAKING NEWS

ହଲଦ୍ୱାନୀ ହିଂସା: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ହଲଦ୍ୱାନୀ ହିଂସା ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଭୟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ବର୍ତ୍ତମାନ ମଲିକ ଏବଂ ମୋଇଦ ମଧ୍ୟ ଦେଶ ତଥା ବିଦେଶରେ ସୁରକ୍ଷା ଏଜେନ୍ସିର…

ବଢିଲା ମହୁଆଙ୍କ ଅଡ଼ୁଆ, ଜେରା ପାଇଁ ୧୯ରେ ହାଜର ପାଇଁ ଡାକରା

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା କାରବାର ମାମଲାରେ ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। ଫେବୃଆରୀ ୧୯ରେ ଇଡି ପଚରାଉଚରା ପାଇଁ ମହୁଆଙ୍କୁ ସମନ ଜାରି କରିଛି। ସୂଚନାଯୋଗ୍ୟ ଯେ, ମହୁଆ ମୋଇତ୍ରଙ୍କୁ ଟଙ୍କା ନେଇ ସଂସଦରେ…

କାଲି ଭାରତ ବନ୍ଦ ଡାକରା ଦେଲା କୃଷକ ସଂଘ, କଂଗ୍ରେସର ସମର୍ଥନରେ ରାଜନୈତିକ ମାହୋଲ ଉଷ୍ମ

ଭୁବନେଶ୍ୱର:ଏମଏସପି ଗ୍ୟାରେଂଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ କରି ଭାରତବନ୍ଦ ଡାକରା ଦେଇଛି କୃଷକ ସଂଘ । ଦେଶର ବିଭିନ୍ନ ଭାଗରୁ ଚାଷୀମାନେ ଏକାଠି ହୋଇ ଦିଲ୍ଲୀ ସୀମାରେ ପହଂଚିଛନ୍ତି । ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ୧୬ ତାରିଖରେ ଭାରତ ବନ୍ଦ ଡାକରା…

୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ

କ୍ୟାନବେରା: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ ୬୦ ବର୍ଷ ବୟସରେ ତାଙ୍କ ବାନ୍ଧବୀ ଜୋଡୀ ହେଡେନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଉଭୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଡେନ ହୀରାର ମୁଦି ପିନ୍ଧିଥିବା…

ସରିଲା ରିମାଣ୍ଡ, ଜେଲ ଗଲେ ହେମନ୍ତ

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚାର କାର୍ଯ୍ୟରତ ସଭାପତି ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଆଜି ଅର୍ଥାତ୍ ଗୁରୁବାର ଶେଷ ହୋଇଛି। ଏହା ପରେ ତାଙ୍କୁ ରାଞ୍ଚିରେ ଅବସ୍ଥିତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ପଠାଯାଇଛି। ଏହାପୂର୍ବରୁ ତାଙ୍କୁ ଫେବୃଆରୀ…

ଗାଙ୍ଗୁଲି, ଧୋନୀଙ୍କୁ ପଛରେ ପକାଇଲେ ରୋହିତ

ରାଜକୋଟ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୭ ମାସ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି । ସେ ତାଙ୍କ ଇନିଂସରେ ୧୯୬ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ମାରିଥିଲେ । ଗତ ବର୍ଷ ଜୁଲାଇରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ…

ଏହି ୫ ପ୍ରକାର ନେଣଦେଣ ଉପରେ ଆସିପାରେ ଆୟକର ନୋଟିସ, ଜାଣନ୍ତୁ ପୂରା ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବହୁମାତ୍ରାରେ ବୃଦ୍ଧି ପାଇଛି କିନ୍ତୁ ତଥାପି ଅନେକ ଲୋକ ନଗଦ ଅର୍ଥ କାରବାର କରିବାରେ ବିଶ୍ୱାସ ରଖୁଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଦେଶର ଅଧିକାଂଶ ପରିବାର ପୁରୁଣା ପଦ୍ଧତି ଉପରେ ନିର୍ଭର କରନ୍ତି ଯେପରିକି ଘରେ ଅଧିକ ନଗଦ ରଖିବା, ନଗଦ…

ଜୟପୁର ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଦକ୍ଷତା ବିକାଶ ଓ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଜୟପୁର ସ୍ଥିତ ଗୋପବନ୍ଧୁ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ସହଭାଗିତା ଦ୍ୱାରା ଆଇଟିଆଇ…