ରାୟଗଡା ରଣଭୂମି: କାହାର ପଲ୍ଲା ଭାରି?
ଭୁବନେଶ୍ବର: ରାୟଗଡାରୁ ଗତଥର ଜିତିଥିଲେ ରାଜ୍ୟର ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ଏଥର ରାୟଗଡାରେ ବଢୁଛି ରାଜନୈତିକ ପାରଦ । ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ ହେବ । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ଅନୁସୟା ମାଝୀ ତ ବିଜେପିରୁ ବସନ୍ତ ଉଲାକା ଓ…