Latest Odisha News

BREAKING NEWS

ନେହା ହିରେମାଥ ହତ୍ୟାକାଣ୍ଡ: ଆଜି କର୍ଣ୍ଣାଟକା ବନ୍ଦ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ପାଇଁ ରାଜନୀତି ତାତି ଜୋର ଧରିଥିବା ବେଳେ କର୍ଣ୍ଣାଟକରେ ବିଜେପି ଦେଇଛି ରଣହୁଙ୍କାର । କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି । ଏହି ହତ୍ୟାକାଣ୍ଡ ପଛରେ ଲଭ୍-ଜିହାଦ ଥିବା…

ମଣିପୁରରେ ପୁନଃ ମତଦାନ, ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ

ଇମ୍ଫାଲ: ମଣିପୁରରେ ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ। ୧୯ ଏପ୍ରିଲ ମତଦାନ ବେଳେ ହିଂସା ଯୋଗୁଁ ଚାଲିଛି ପୁନଃ ମତଦାନ। ମତଦାନ କେନ୍ଦ୍ରରେ ଫାୟାରିଂ ସହ ଇଭିଏମ୍ ଚୋରି କରିଥିଲେ ଦୁର୍ବୃତ୍ତ। ଏହାକୁ ଦୃଷ୍ଟିରେ ରଖି ସାନି ମତଦାନ ଘୋଷଣା କରିଥିଲେ ସିଇଓ। ଗତ ୧୯ ତାରିଖରେ…

ଚକୋଲେଟ ସାଜିଲା କାଳ, ହସ୍ପିଟାଲରେ ଭର୍ତ୍ତି ହେଲା ଦେଢ ବର୍ଷର ଶିଶୁ

ପଟିଆଲା: ଚକୋଲେଟ, କାହାକୁ ବା ଭଲଲାଗେନି । ପିଲା ଠୁ ବୟଷ୍କ ସମସ୍ତଙ୍କ ପ୍ରିୟ ଚକୋଲେଟ । ସ୍ଵାଦରେ ଯେମିତି ଦେଖିବାକୁ ମଧ୍ୟ ସେମିତି । କିନ୍ତୁ ଯେତେବେଳେ ସେହି ଚକୋଲେଟ ପିଲା ମାନଙ୍କ ପାଇଁ କାଳ ହୋଇଯାଏ ତେବେ କହିବା ବା କାହାକୁ । ପଞ୍ଜାବ ପଟିଆଲାରୁ ଆସିଛି ଏକ ଦୁଃଖଦ ଖବର । ଚକୋଲେଟ ଖାଇ…

ଏଲଏଲବି ଷଷ୍ଠ ସେମିଷ୍ଟାର ପରିକ୍ଷା ବାତିଲ, ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ

କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୮ କଲେଜର ପରୀକ୍ଷା ବାତିଲ କରାଯାଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରିଛନ୍ତି ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ।…

କାଳବୈଶାଖୀ ସତ୍ତ୍ୱେ ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୨୫ରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଜି ବି ମିଳିବନି ତାତିରୁ ତ୍ରାହି । ହିଟୱେଭକୁ ନେଇ ରାଜ୍ୟର କିଛିଟା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ପରେ ସାମାନ୍ୟ ଆଶ୍ବସ୍ତି । ୨୫ ରୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ସତ୍ତ୍ୱେ ବି ସିଭିୟର…

କବିତା : ଘର

ନିରୂପମା ପତି ସରଗଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ, ସ୍ବର୍ଗ,ତପ…

ଭାଷା ଭାଗବତ : ବିଶାଳ ଛଳନାର ଜାଲ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧୈର୍ଯ ନ ଥିଲେ ନିଜ କାର୍ଯ ମନେ ହୁଏନି ଅନିବାର୍ଯ ଧୈର୍ଯ ଧାରଣ କଲେ ଶାଂତି ଦେହକୁ ଦିଏନାହିଁ କ୍ଳାଂତି ଧୈର୍ଯଧାରୀ ଜାଣେନି ମାଗି ନିଜ କାର୍ଯରେ ରହେ ଲାଗି ମିଳୁ, ନ ମିଳୁ ପରିଣାମ ଅଯଥା ଲୋଡ଼େନି ବିଶ୍ରାମ ପ୍ରୟାସ ସହ ଧୈର୍ଯ…

ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସସପେଣ୍ଡ

ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ ହାଇସ୍କୁଲର ସତ୍ୟନାରାୟଣଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଶ୍ଵରୂପ ଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବ୍ରହ୍ମାଣ୍ଡର କର୍ତ୍ତାଙ୍କ ପ୍ରତ୍ୟେକଟି ଲୋମ କୂପରେ  ମାଲମାଳ ହୋଇ ବ୍ରହ୍ମାଣ୍ଡ  ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ ପ୍ରମାଣିତ ହୋଇଛି ।ଏପରି ବର୍ଣ୍ଣନା ମଧ୍ୟ…

ଆସନ୍ତା ୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ହିଞ୍ଜିଳିରୁ ଭୋଟଭିକ୍ଷା ଆରମ୍ଭ

ଭୁବନେଶ୍ୱର: ଭୋଟ୍‍ ଆଉ ୩ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି…