ଓଡ଼ିଶାରେ ହେଉଛି ବ୍ୟାପକ ଦୁର୍ନୀତି, ବିଜେଡି-ବିଜେପିର ରହିଛି ମିଳିତ ଭାଗିଦାରୀ: ପବନ ଖେଡା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଅବସରରେ ତାଙ୍କୁ ତୀବ୍ର ସମାଲୋଚନା କରି କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟରେ ବ୍ୟାପକ ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
କଂଗ୍ରେସ…