ଉତ୍ତରାଖଣ୍ଡରେ ଐତିହାସିକ ୟୁସିସି ବିଲ୍ ଆଗତ, ବିଲ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ପାଇଁ ଆଜି ହେଉଛି ଏକ ବଡ ଦିନ । କାରଣ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଐତିହାସିକ ସମାନ ନାଗରିକ ସଂହିତା ବିଲ୍ । ବିଧାନସଭାରେ ବିଲ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେପଟେ କିନ୍ତୁ ବିଲ୍ ଆଗତ ବେଳେ ଦେଖିବାକୁ ମିଳିଛି ବିରୋଧୀ କଂଗ୍ରେସ…