Latest Odisha News

BREAKING NEWS

ରାଜ୍ୟସଭା ଯିବେ କୁମାର ବିଶ୍ୱାସ! କେଉଁ ଦଳରୁ ହେବେ ପ୍ରାର୍ଥୀ?

ଲକ୍ଷ୍ନୌ: ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପରିବେଶ ଆରମ୍ଭ ହୋଇଗଲାଣି। ସମସ୍ତ ରାଜନୈତିକ ଦଳ ନିଜ ନିଜ ଯୋଜନାରେ କାମ କରୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶ ବିଜେପି ୭ ଟି ରାଜ୍ୟସଭା ଆସନ ପାଇଁ ୩୫ ଟି ନାମର ଏକ ପ୍ୟାନେଲ ପ୍ରସ୍ତୁତ କରିଛି। ଏହି ପ୍ୟାନେଲରେ ବିଶିଷ୍ଟ କବି…

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ସଭାରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗୀୟ…

୭ବର୍ଷର ନାବାଳିକାକୁ ମନ୍ଦିରରେ ଦୁଷ୍କର୍ମ କରିବା ଅଭିଯୋଗରେ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ମନ୍ଦିରରେ ଜଣେ ସାତ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏହା ଅତ୍ୟନ୍ତ ବର୍ବର ଜନିତ କାଣ୍ଡ ବୋଲି କହି ଅଭିଯୁକ୍ତକୁ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୮ ମସିହାରେ…

‘ଓଡ଼ିଶା : ନବଦିଗନ୍ତର ସମ୍ଭାବନା’ ନେଇ ଆଲୋଚନା ‘ସେବା ମନୋବୃତ୍ତି ଓ ସଂକଳ୍ପ ନେଇ ସରକାର କାର୍ଯ୍ୟ…

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଆୟୋଜିତ '୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା' ଶୀର୍ଷକ ଆଲୋଚନା ସଭାରେ ଅତିଥିମାନେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବସୂରୀମାନଙ୍କ ତ୍ୟାଗ, ତପସ୍ୟା ଓ…

କ୍ୟାନସରରେ ପୀଡିତ ବ୍ରିଟେନର ରାଜା ଚାର୍ଲସ ତୃତୀୟ

ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟ କର୍କଟ ବା କ୍ୟାନ୍ସର ରେ ପିଡିତ । ଏନେଇ ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ପ୍ରୋଷ୍ଟେଟ ଗ୍ରନ୍ଥି ପରୀକ୍ଷା କରିବା ସମୟରେ ଜଣାପଡିଥିଲା କି ସେ କର୍କଟ ରୋଗରେ ପୀଡିତ । ତେବେ ସେ କେଉଁ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ସେନେଇ…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହିଦ-କ୍ରିତିଙ୍କ ‘ତେରୀ ବାତୋ ମେଁ ଏସା ଉଲଝା ଜିଆ’

ମୁମ୍ବାଇ: ଶାହିଦ କପୁର ଏବଂ କ୍ରିତି ସାନନଙ୍କ ବହୁ ପ୍ରତୀକ୍ଷିତ ରୋମାଣ୍ଟିକ କମେଡି 'ତେରୀ ବାତୋ ମେଁ ଏସା ଉଲଝା ଜିଆ' କୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ପ୍ରଶଂସକମାନେ ଏହି ଦୁଇ ତାରକାଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି । ଏହାରିଭିତରେ ଫିଲ୍ମଟି…

୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ଵର: ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ…

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ, ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ତେଜିଲା ବିବାଦ

ପୁରୀ: ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ସହ ପୁଣି ଖେଳ ଖେଳିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ସରକାରଙ୍କ ଅର୍ପଣ ରଥରେ ସଂଗୃହିତ ଚାଉଳରେ ଉଷୁନା ଚାଉଳ ବାହାରିବାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏଭଳି ଅଭିଯୋଗ ଆଣିଛନ୍ତି ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ୟ ଦାମୋଦର…

ଓଡ଼ିଆ ଭାଷାରେ ବୈଷୟିକ ଜ୍ଞାନର ପ୍ରୟୋଗ ସମ୍ଭବ

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିବସରେ ଅତିବଡ଼ି ଜଗନ୍ନାଥ ଦାସ ପ୍ରକୋଷ୍ଠରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାବ ଆଧୁକାରୀଙ୍କ ଅଧକ୍ଷତାରେ "ବିଜ୍ଞାନର ଭାଷା ଭାବେ ଓଡ଼ିଆ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶକ୍ତି ଉପାସନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା । କିନ୍ତୁ ମନରେ ସ୍ଵତ୍ତ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ ଏବଂ…