ଭାଷା ଭାଗବତ : ମହାଶୈଳ ଶିଖରବାସୀ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
' ମହା ' ବୋଲି ପଡ଼ୁଛି ହୁରି
କାନକୁ ଶୁଭୁଛି ସବୁରି
ମହାଡ଼ଂବରେ ମହୋତ୍ସବ
ଚାଲିଛି ଶୁଭେ ମହାରବ
ମହାରାଜ୍ୟର ମହାଜନ
ଅର୍ଜନ କରି ମହାଧନ
ମହାନଂଦରେ ଥିଲେ ଜିଇଁ
ମହୋନ୍ନତି ତ ହୁଏନାହିଁ
ମହାପ୍ରଚାର ଅହର୍ନିଶ
ଚାଲିଛି, ହେଉନାହିଁ…