ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଯୋଗମାୟାଙ୍କ ମାୟା ଶକ୍ତି
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି (ପ୍ରକୃତି )ସ୍ୱରୂପିଣୀ ଦେବୀ ତତ୍ତ୍ୱର ଆଲୋଚନା କରିବା ସମୟରେ ପ୍ରଥମେ” ସପ୍ତଶତୀ ଚଣ୍ଡୀ ” ବର୍ଣ୍ଣିତ ଏହି ଶ୍ଳୋକଟିକୁ ବିଶ୍ଳେଷଣ କରିବା “ଜ୍ଞାନିନାମପି ଚେତାଂସି…