ଯାତ୍ରୀଙ୍କ ସୁରକ୍ଷା ନେଇ ରାତିରେ ବନ୍ଦ ରହିବ ଟ୍ରେନ୍ ଚଳାଚଳ
ରାଉରକେଲା: ଚକ୍ରଧରପୁର-ରାଉରକେଲା ମାଓବାଦୀ ପ୍ରବଣ ଅଞ୍ଚଳରେ ରାତିରେ ବନ୍ଦ ରହିବ ଟ୍ରେନ ଚଳାଚଳ । କେବଳ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଆସିଲେ ଟ୍ରେନ ଚଳାଚଳ ବନ୍ଦ ରଖାଯିବ ବୋଲି ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍ ଗଜରାଜ ସିଂ କହିଛନ୍ତି ।…