ମଦ ଦୁର୍ନିତୀ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟଙ୍କ ସମନ, ୧୭ରେ ହାଜର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ମଦ ଦୁର୍ନିତୀ ମାମଲାରେ ଇଡିର ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି। କେଜ୍ରିୱାଲଙ୍କୁ ୧୭ ଫେବୃଆରୀରେ ହାଜର ହେବାକୁ କୋର୍ଟ କହିଛନ୍ତି। ଏଠାରେ କହି ରଖୁ…