୧୦୦ ଏକରରେ ୧୦୦ ରୁ ଅଧିକ କିସମର ଆମ୍ବ ଚାଷ କରନ୍ତି ଚାଷୀ : ସାରା ଦେଶକୁ ଯୋଗାଉଛନ୍ତି ଆମ୍ବ
ରେୱା : ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲାରେ ଜଣେ ବ୍ୟକ୍ତି ୧୦୦ କିସମର ଆମ୍ବ ଉତ୍ପାଦନ କରି ଲାଭବାନ ହୋଇଥାନ୍ତି ।
ମଧ୍ୟପ୍ରଦେଶର…