Latest Odisha News

BREAKING NEWS

ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ, ଅନେକ ପ୍ରମୁଖ ବ୍ୟକ୍ତିଙ୍କ ସହ ମୋଦୀଙ୍କ ସାକ୍ଷାତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ନ୍ୟୁୟର୍କ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ମୋଦୀଙ୍କ ୪ ଦିନିଆ ଐତିହାସିକ ଆମେରିକା ଗସ୍ତ। ଆଜି ଅର୍ଥାତ୍ ବୁଧବାର ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେ‌ବେ…

କବିତା : ଘୋଷଯାତ୍ରା ପାଇଁ ଆଶା

ରମେଶ ରଥ  ରଥପରେ ତୋତେ ଦେଖିବି ବୋଲିରେ କେତେ କରିଥିଲି ଆଶା, ସବୁ ଆଶା ମୋର ହୋଇଲା ନିରାଶା ପଡ଼ିଲାକି ଶନି ଦଶା।। ବରଷକେ ଥରେ ଆସୁ ରଥପରେ ପତିତ ଉଦ୍ଧାର ପାଇଁ, ହେଲେ ଏ ବରଷ କିମ୍ପାଇଁ ନିରାଶ କରିଲୁ ଜଗତ ସାଇଁ।। ଅନାଥର ନାଥ ତୁମ୍ଭେ ଜଗନ୍ନାଥ ଭକତର ଭାବଗ୍ରାହି ତୋ ରଥ…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୩: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗ ଦିବସ ଅବସରରେ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଆଜି ଯୋଗ ଏକ ବିଶ୍ୱସ୍ତରୀୟ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସିଡ଼୍‌ଙ୍କ ସୁଇଟ୍‌କୁ ଦେଖି ଆଶ୍ଚର୍ଯ୍ୟ ଚକିତ ବୀରା କହିଲା, “ମୁଁ ସବୁଦିନ ଏ ଜାହାଜ ଭିତରକୁ ଆସିଲେ ବି ଏମିତି ଗୋଟେ ବିଶାଳ ସୁଇଟ୍ ସହ ଏକାବେଳେକେ ପରିଚିତ ହୋଇପାରିବିନି ।” ସମୀରା ବି ମୁଣ୍ଡ ହଲେଇ…

ଭାଷା ଭାଗବତ : ଆମୂଳଚୂଳ ବିଡ଼ଂବନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମୂଳଚୂଳ ବିଡ଼ଂବନା ଦେଉଛି ଅନେକ ସୂଚନା ଯଦି ନ ପାରୁଁ ଏବେ ହେଜି ଭାଷା, ସଂସ୍କୃତି ଯିବ ହଜି ଏ ଅଟେ ବିଶାଳ ସଂସାର ପୁନଶ୍ଚ ମିଳିବା ଦୁଷ୍କର ହେଲେ ହେଁ ଲୋକଂକର ମତି ବିଭ୍ରାଂତ ହୋଇ ପାଏ ତୃପ୍ତି ପରସ୍ପରକୁ ଭଂଡି, ଠକି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଭିତରେ ଏକ ବିଶେଷ ବିଧି ସlହlଣ ମେଲା ବିଷୟରେ ବିଷଦ ଆଲୋଚନାରୁ ଜାଣିଲେ । ଏହା ଶ୍ରୀମନ୍ଦିର ସତ୍ୱଲିପି ନିର୍ଦ୍ଦେଶିତ ନୀତି ନୁହେଁ। କିଛି ବିଷୟକୁ ଆଖି ଆଗରେ ରଖି ଏହା…

ଅଭିନେତା ସିଜେନଙ୍କ ବିରୋଧରେ ଘରୋଇ ହିଂସାର ଆରୋପ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଜେନ୍ ଖାନ୍‌ଏବେ ଚର୍ଚ୍ଚାରେ । ସୁପରହିଟ୍ ଧାରାବାହିକ ‘କସୋଟି ଜିନ୍ଦେଗି କେ’ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ସିଜେନ୍ । ସିଜେନଙ୍କ ପତ୍ନୀ ବୋଲି ଦାବି କରି ଆୟିଶା ପିରାନୀ ନାମକ ଜଣେ ମହିଳା ତାଙ୍କ ଉପରେ ଘରୋଇ ହିଂସାର ଆରୋପ…

ଉତ୍ସାହ ଉଦ୍ଦିପନାରେ ଦେବଭୂମିରେ ପାଳିତ ହେଲା ରଥଯାତ୍ରା

ଭୁବନେଶ୍ୱର: ଦେବଭୂମି ଭାବେ ପରିଚିତ ଅନୁଗୋଳର ଜିନ୍ଦଲ ନଗରରେ ଉତ୍ସାହ ଉଦ୍ଦିପନାରେ ଆୟୋଜିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଶ୍ରମନ୍ଦିର ଢାଞ୍ଚାରେ ରଥ ଉପରେ ବିଜେ ହୋଇଥିବା ତିନି ଠାକୁରଙ୍କ ରଥକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଛେରା ପହଁରା କରିଥିଲେ…

ଶ୍ରୀବାଣୀ କ୍ଷେତ୍ର କିସ୍‌ରେ ଗଡ଼ିଲା ତିନିରଥ : ମହିଳା ଟାଣିନେଲେ ସୁଭଦ୍ରାଙ୍କ ଦର୍ପଦଳନ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀବାଣୀ କ୍ଷେତ୍ର ଭାବେ ପରିଚିତ କିସ୍ ପରିସରରେ ଆୟୋଜିତ ହୋଇଛି ପବିତ୍ର ରଥଯାତ୍ରା ଉତ୍ସବ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ଓ ଆନନ୍ଦ ଉତ୍ସାହ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କ ମଙ୍ଗଳାଆରତୀ,…

ଅପ୍ରତ୍ୟାଶିତ ଭାବେ ଟାଇମ୍ସ ନାଓ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ରାହୁଲ ଶିବଶଙ୍କର

ନୂଆଦିଲ୍ଲୀ: ଟାଇମ୍ସ ନାଓର ମୁଖ୍ୟ ସମ୍ପାଦକ ରାହୁଲ ଶିବଶଙ୍କର ନିଜ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। (ଜୁନ୍ ୨୦) ମଙ୍ଗଳବାର ଶିବଶଙ୍କର ବିନା କୌଣସି ପୂର୍ବ ଘୋଷଣାରେ ଟାଇମ୍ସ ନାଓର ସମ୍ପାଦକୀୟ ଗୋଷ୍ଠୀ ସମେତ ସମସ୍ତ Whatsapp ଗ୍ରୁପରୁ ଏକଜିଟ୍ ହୋଇଯାଇଛନ୍ତି।…