Latest Odisha News

BREAKING NEWS

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି-ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରାଯାଉଛି । ଏହା ପଛରେ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଉଇ ଭଳି ଓଡିଶାକୁ ଖାଇଗଲେଣି । ରାଜ୍ୟର ଶାସନ ଡୋରୀ କାହା ହାତରେ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ…

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି ଘଟଣା, ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବାରିପଦା: ମୟୂରଭଞ୍ଜରେ ମନ୍ତ୍ରୀଙ୍କୁ ବିରୋଧ । ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ…

ଆଇଟିର ‘ବିଶ୍ୱ ଗୁରୁ’ ପାଲଟିଛି ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତର ଆଇଟି ଇଣ୍ଡଷ୍ଟ୍ରି ଏକଦା ବିଶ୍ୱର କମ୍ପାନୀଗୁଡିକ ପାଇଁ ବ୍ୟାକ୍ ଏଣ୍ଡ୍ ସପୋର୍ଟ ଯୋଗାଉଛି। ଦିନେ ଦେଶର ଅନେକ ବଡ଼ ବଡ଼ ସହରରେ କଲ୍ ସେଣ୍ଟରର ଭିଡ ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ଯୁଗ ବଦଳିଛି, ଭାରତ ବର୍ତ୍ତମାନ ଆଇଟିର 'ବିଶ୍ୱ ଗୁରୁ' ପାଲଟିଛି।…

ଟୁଲକିଟ ସହ ସାମ୍ନାକୁ ଆସିଲା ଆଇଏସଆଇର ଗେମପ୍ଲାନ: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ କରୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତ ବିରୋଧରେ  ବଡ ଧରଣର ଷଡଯନ୍ତ୍ର  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇଛି ବଡ ଧରଣର ଷଡଯନ୍ତ୍ର । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆମେରିକାରେ ସକ୍ରିୟ ଥିବା ଖଲିସ୍ତାନ ସମର୍ଥିତ ସଂଗଠନ ଏବଂ ଅନ୍ୟ ଭାରତ…

ଲାଉ ଜୁସ୍‌ ପିଉଥିଲେ ସାବଧାନ, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଡାଏଟିସିଆନ୍‌ମାନେ କହିଛନ୍ତି ଯେ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସମସ୍ତ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଫଳ-ପନିପରିବା ଜୁସ ରଖିବା ଆବଶ୍ୟକ। ଏହି ଫଳ ଜୁସ୍ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହଜରେ ଯୋଗାଇ ଦିଏ। କେତେକ ଅଧ୍ୟୟନରୁ ଜଣାପଡିଛି…

୨୦ରୁ କମିବ ତାତି, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଟପିଲା ସମ୍ବଲପୁର

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍, ଗରମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିବ । ୩ ଦିନ ଯାଏ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବା ସହ…

ଫୁସଫୁସ କର୍କଟକୁ ରୋକିବା ପାଇଁ ଆବିଷ୍କାର ହେଲା ଔଷଧ, ମୃତ୍ୟୁ ଆଶଙ୍କା ୫୧ % କମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ମଧ୍ୟରୁ ଫୁସଫୁସ କର୍କଟ ଅନ୍ୟତମ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ବିଶ୍ୱର ୧୬ ଜଣଙ୍କ ମଧ୍ୟରୁ ଜଣଙ୍କର ଫୁସଫୁସ କର୍କଟ ହେବାର ଆଶଙ୍କା ରହିଛି। ଆମେରିକୀୟ ଫୁସଫୁସ ଆସୋସିଏସନ ରିପୋର୍ଟ ଅନୁଯାୟୀ, ୟୁଏସରେ ପ୍ରତ୍ୟେକ ଅଢେଇ…

୨୨ ବର୍ଷ ଧରି ସରପଞ୍ଚ… ତଥାପି ନାହିଁ ଖଣ୍ଡିଏ ପକ୍କା ଘର, ଚାଳ ଛପର ତଳେ ଗୁଞ୍ଜିଛନ୍ତି ମୁଣ୍ଡ

ନବରଙ୍ଗପୁର: ନାଁ ପୁଷ୍ପଲତା… ନାଁ ଭଳି ତାଙ୍କ ହୃଦୟ ବି ବେଶ୍ କୋମଳ । ୨୨ ବର୍ଷ ଧରି ସରପଞ୍ଚ ହେଉଥିଲେ ବି ତାଙ୍କ ପାଖରେ ଖଣ୍ଡିଏ କୁଡ଼ିଆ ଛଡ଼ା ଆଉ କିଛି ନାହିଁ । ଗରିବ ଗୁରୁବାଙ୍କ ସମସ୍ୟା ସହ ଛିଡ଼ା ହୋଇ ଦୁଃଖ ସୁଖ ବାଣ୍ଟୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ…

ବିଗ୍ ବସ୍ ଓଟିଟି-୨: ସୋ’ର ପ୍ରଥମ ଦିନରୁ ଚର୍ଚ୍ଚାରେ ଜିଆ ଓ ଅଭିଷେକ

ମୁମ୍ବାଇ: ଜୁନ ୧୭ ତାରିଖ ଶନିବାର ଆରମ୍ଭ ହୋଇଯାଇଛି 'ବିଗ୍ ବସ୍ ଓଟିଟି-୨'। ଏହି ସୋ'ରେ ଜିଆ ଶଙ୍କର ଏବଂ 'ଫୁକ୍ରା ଇନସାନ୍' ତଥା ଅଭିଷେକ ମାଲହାନ୍ ପ୍ରଥମ ଦୁଇ ପ୍ରତିଯୋଗୀ ଭାବରେ ବିଗ୍ ବସ୍ ଘରେ ପହଞ୍ଚିଥିଲେ। ତେବେ ବିଗ୍ ବସ୍‌ଙ୍କ ଘରେ ପ୍ରବେଶ କରିବା ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ…