Latest Odisha News

BREAKING NEWS

ମାଟି ପୂଜନର ଗଣପର୍ବ ରଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ…

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ। ଭାରତ-ପାକ୍ ସୀମା ଏଲଓସି ନିକଟରେ ଥିବା କୁପୱାଡା ଜିଲ୍ଲା ନିକଟରେ ଚାଲିଛି ଏନକାଉଣ୍ଟର। ମିଳିଥିବା ସୂଚନା ଅନୁଯାୟୀ, ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଏହି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ସେ ଜଣେ ବଡ଼ ଇଂଜିନିୟର ଥିଲେ କି ନଥିଲେ, ମୁଁ ସେକଥା ଭାବୁନି । ମୁଁ କେବଳ ଏତିକି ଜାଣେ ସେଡ଼୍ରିକ୍ ରୋଡ଼୍ରିଗେଜ୍ ଜଣେ ଅତ୍ୟନ୍ତ ସଂବେଦନଶୀଳ, ଦୟାଶୀଳ ଏବଂ ନିତାନ୍ତ ଭଦ୍ର ବ୍ୟକ୍ତି ଥିଲେ । ଜଣେ ଉତ୍ତମ…

ମଣିପୁରରେ ପୁଣି ହିଂସା, କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ

ଇମ୍ଫାଲ: ଗୁରୁବାର ରାତିରେ ମଣିପୁରର ଇମ୍ଫାଲରେ କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ଉଗ୍ରବାଦୀ। ଅଧିକାରୀଙ୍କ କହିବାନୁସାରେ ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ଘରେ ନଥିଲେ। କେବଳ ଏତିକି ନୁହେଁ ନ୍ୟୁ ଚେକଅନରେ ଦୁଇଟି ଘର ମଧ୍ୟ ପୋଡି ଦେଇଛନ୍ତି ହିଂସା…

କବିତା : ରଜ ମଉଜ 

ବାସନ୍ତୀ ଲତା ଜେନା  ରଜ ଆସିଛିରେ ସଜବାଜ ହୋଇ ଖୁସିର ପସରା ନେଇ ଜୀବନ ସରସ ପର୍ବ ପର୍ବାଣୀରେ ରଜ ଦିଏତ ବତାଇ। (ଘୋଷା) ରଜ ପୂର୍ବ ଦିନ ସାଜସଜ୍ଜା ହୁଏ ରଜ ପାଇଁ ଆୟୋଜନ ପାରମ୍ପରିକ ଏ ପ୍ରଚଳିତ ପର୍ବ ଖୁସି ଆଣି ଦିଏ ଦିନ ପହିଲି ରଜରେ ପ୍ରତ୍ୟୁଷରୁ ଉଠି ସ୍ନାନ ଶୌଚ ହେଉ ଥାଇ…

ଭାଷା ଭାଗବତ : ଭୁଲ୍‌ ହୁଏନି, ଆମେ କରୁଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ପୁରୋହିତ 'ରୁ 'ପୌରୋହିତ୍ୟ' ଶବ୍ଦ ହେଉଥିଲେ ହେଁ ଜାତ ଲେଖିବା ବେଳେ ଆମ ହାତ ଲେଖିପକାଏ ' ପୌରହିତ୍ୟ' ମନ ସହିତ ସ୍ବହସ୍ତର ସଂପର୍କ ହୋଇଲେ ଅସ୍ଥିର ଏପରି ଭୁଲ୍‌ ବାରଂବାର କରଇ ସ୍ବହସ୍ତ ଆମର 'ଭୂଗୋଳ' ସହ ମିଶି 'ଇକ'…

ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’; ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ୨୨ ଆହତ ୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଝିରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’। ଗୁଜରାଟର ଜଖଉ ପୋର୍ଟ ନିକଟରେ ମାଡ ହେଲା ବାତ୍ୟା। ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା 'ବିପର୍ଯ୍ୟୟ'। ଗୁଜରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା। ପ୍ରବଳ ବର୍ଷା ଓ ପବନରେ…

ସକାଳ ୫.୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୩୦.୨ ଡ଼ିଗ୍ରୀ, ଆଗାମୀ ୩ଦିନ ଯାଏଁ ତାତିବ ଉପକୂଳ

ଭୁବନେଶ୍ୱର: ଅସହ୍ୟ ହୋଇଛି ଖରା ଆଉ ଗରମ। ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି ସକାଳ ୫. ୩୦ ସୁଦ୍ଧା ଭୁବନେଶ୍ୱର ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ୯୨…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନାର ପର୍ଯାୟରେ ଆମେ ପ୍ରତ୍ୟୁଷରେ ଅନୁଷ୍ଠିତ ହେଉଥିବା ଦ୍ୱାର ଫିଟା ଓ ମଙ୍ଗଳ ଆଳତି ବିଷୟରେ ଜାଣିଲେ ଏବେ ଜାଣିବା ତା ପରବର୍ତ୍ତୀ ନଧୋ ମଇଲମ…

ଦଳୀୟ ସାଂସଦଙ୍କ ସହ ବିଜେପି ସଭାପତିଙ୍କ ବୈଠକ, ଆସନ୍ତା ସପ୍ତାହରେ ବିରୋଧୀଙ୍କ ସମାବେଶ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଏକଜୁଟ ହେବାକୁ ଚେଷ୍ଟା କରୁଥିବାବେଳେ ବିଜେପିରେ ମଧ୍ୟ ନିରନ୍ତର ବୈଠକ ପ୍ରକ୍ରିୟା ଚଲାଇଛି। ଏହି…