Latest Odisha News

BREAKING NEWS

ଝାରସୁଗୁଡ଼ା ଉପନିର୍ବାଚନ, ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଶୁକ୍ରବାର ସଂଧ୍ୟା ସୁଦ୍ଧା ଯାଞ୍ଚ ଶେଷ ହେବା ସହ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୋଟ ୧୪ଜଣ…

ଆଲୁଅ ତା’ର କି ମନୋହର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୟସ ବଢ଼ିବାର ଅର୍ଥ କେବଳ ସୀମିତ ଜୀବନର ବର୍ଷଗୁଡ଼ିକ ବିଷୟରେ ବିତର୍କ କରିବା ନୁହେଁ । ବରଂ ବୁଝାମଣାକୁ ଆସିବା ଯେ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିବା ଓ ଆମ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ‌। ଆମ ମନର ସମସ୍ତ ଅସୂୟା, ସଂଦେହ, ଈର୍ଷା,…

ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ; ମିଳିବ ଏମିତି ସୁବିଧା

ପୁରୀ: ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ । ବଡଦାଣ୍ଡରେ କରାଯିବ ବ୍ୟବସ୍ଥା । ବଡଦାଣ୍ଡରେ ଭକ୍ତଙ୍କ ପାଇଁ ଗଡିବ  ୮୫ଟି ବିଦ୍ୟୁତ ବା ବ୍ୟାଟେରୀ ଚାଳିତ ଯାନ  । ଏହା ଭିତରେ ରହିଛି ୩୫ଟି ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ ମିନି ବସ ଓ ୫୦ଟି ବ୍ୟାଟେରି ଚାଳିତ ଯାନ । ସେତିକି ନୁହେଁ,…

ଓଡ଼ିଶାରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ୪ ଶହ ଡେଇଁଲା ଦୈନିକ ମାମଲା

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯୭ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ଓଡ଼ିଶା ସୀମାନ୍ତ…

କରନ ଜୋହରଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ କିସି କା ଭାଇ କିସି କା ଜାନ ଫିଲ୍ମ ରିଲିଜ ହୋଇଯାଇଛି । ୪ ବର୍ଷ ପରେ ଇଦରେ ଏହି ଫିଲ୍ମ ରିଲିଜ ହୋଇଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇଛି । ଏହା ମଧ୍ୟରେ ଆଉ ଏକ ଖବର ମଧ୍ୟ ସେମାନଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର…

ବଦଳିଲା ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚା ; ପ୍ରଥମେ ହେବ ଲିଖିତ ପରୀକ୍ଷା

ଭୁବନେଶ୍ୱର: ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚାରେ ହୋଇଛି ପରିବର୍ତ୍ତନ ।  ସେନାରେ ସାମିଲ ହେବାକୁ ଇଚ୍ଛା କରୁଥିବା ପ୍ରାର୍ଥୀ ପ୍ରଥମେ ଲିଖିତ ପରୀକ୍ଷା ଦେବେ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ । ଶେଷରେ ହେବ…

ପୁଞ୍ଚରେ ଏନ୍ଆଇଏ ଟିମର ଛାନଭିନ୍, ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଖୋଜୁଛି ଡ୍ରୋନ୍

ଶ୍ରୀନଗର: ପୁଞ୍ଚରେ କେମିତି ହେଲା ଏତେ ବଡ଼ ଆକ୍ରମଣ ? ସେନା ଟ୍ରକକୁ କେମିତି ଟାର୍ଗେଟ୍ କଲେ ଆତଙ୍କବାଦୀ ? ଗୁରୁବାର ଏଲଓସିରୁ ମାତ୍ର ୭ କିଲୋମିଟର ଦୂରରେ ଆତଙ୍କବାଦୀ ସେନା ଗାଡ଼ି ଉପରେ ଗ୍ରେନେଡ୍ ମାଡ଼ କରିଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଘଟଣାସ୍ଥଳରେ ଏନ୍ଆଇଏ ସହ…

ଶ୍ରେୟସ ଆୟରଙ୍କର ଇଂଲଣ୍ଡରେ ସଫଳ ସର୍ଜରୀ; ଖେଳିପାରିବେନି ଡବ୍ଲୁଟିସି ଫାଇନାଲ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କ ଅଣ୍ଟା ସର୍ଜରୀ ସଫଳ ହୋଇଛି। ଲଣ୍ଡନରେ ତାଙ୍କର ସର୍ଜରୀ ହୋଇଛି। ବର୍ତ୍ତମାନ ତାଙ୍କୁ ଦଳକୁ ଫେରିବାକୁ ହେଲେ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ। ଜୁନ ମାସରେ ହେବାକୁ ଥିବା ଡବ୍ଲୁଟିସି ଫାଇନାଲ୍‌ରେ ବି ସେ ଖେଳି ନପାରନ୍ତି। ତେବ…

ଝାରସୁଗୁଡା ଉପନିର୍ବାଚନ ପୂ୍ର୍ବରୁ କଂଗ୍ରେସକୁ ଝଟକା, ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ନାୟକ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସରୁ ଟିକେଟ ନପାଇବାରୁ ଅସନ୍ତୋଷ ପ୍ରକାଶ କରି ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ନାୟକ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଓ ତାଙ୍କ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ…

ଜାଣିବା ନିହାତି ଜରୁରୀ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଏବେ ଗୋଟିଏ ଖବରକୁ ନେଇ ଆମେ ସବୁ ଆଡ଼େ ଚର୍ଚ୍ଚା କରୁଛେ ।  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଆଉ କେହି ନୁହଁନ୍ତି ଆମ ଓଡ଼ିଆ ଝିଅ ମଧୁସ୍ମିତା ଜେନା ।  ସୁଦୂର ବ୍ରିଟେନର ମlଞ୍ଚେଷ୍ଟରରେ…