Latest Odisha News

BREAKING NEWS

ରାହୁଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୬୦ ରନର ବିଜୟ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେଏଲ ରାହୁଲଙ୍କ ୭୪ ରନର ଇନିଂସ ବଳରେ ଲକ୍ଷ୍ନୌ ୮ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ…

ପ୍ରଥମ ଥର ବିମାନରେ ଯାତ୍ରା କଲେ ଆଦିମ ଜନଜାତି

ତାଞ୍ଜାନିଆ: ବିଶ୍ୱର ଅନେକ ଦେଶରେ ଆଜି ବି ବହୁ ଜନଜାତିର ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ଚାଲିଚଳନରୁ ବାହାରି ପାରି ନାହାନ୍ତି । ଏମିତି କି ସେମାନେ ଶହ ଶହ ବର୍ଷ ଧରି ନିଜର ପରମ୍ପରା ଓ ଚଳଣିକୁ ଜାବୁଡ଼ି ଧରିଥିବାରୁ ସେଥିରୁ ବାହାରିବାକୁ ସେମାନେ ଅନାଗ୍ରହୀ । ସେମାନେ ମନେ କରନ୍ତି ଯେ,…

୧୭ରୁ ସକାଳୁଆ ସ୍କୁଲ୍, ଦିନ ୧୧ଟା ଯାଏ ହେବ ପ୍ରଥମରୁ ଦ୍ୱାଦଶ ପାଠପଢ଼ା

ଭୁବନେଶ୍ୱର: ପ୍ରବଳ ଖରା ପାଇଁ ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ ସରକାର । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସରକାର ୧୭ ତାରିଖରୁ ବିଦ୍ୟାଳୟ ସକାଳୁଆ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୧୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ…

କେଜ୍ରିୱାଲଙ୍କୁ ସିବିଆଇର ସମନ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବ । କେଜ୍ରିୱାଲଙ୍କୁ ଆସନ୍ତାକାଲି ଜେରା ପାଇଁ ସିବିଆଇ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ସିବିଆଇର ସମନ ପରେ ପ୍ରତିକ୍ରିୟା ରଖିଛନ୍ତି ଆନ୍ନା ହଜାରେ ।…

ପଠାନ ପରେ କ୍ରିଶ ୪ରେ ନିର୍ଦ୍ଦେଶନା ନେବେ ସିଦ୍ଧାର୍ଥ

ମୁମ୍ବାଇ: ପଠାନ ଫିଲ୍ମର ଐତିହାସିକ ସଫଳତା ପରେ ଏବେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଚାହିଦା ବଢ଼ି ଯାଇଛି । ରିପୋର୍ଟ ମୁତାବକ ହ୍ରିତିକ ରୋଶନ ଅଭିନୀତ କ୍ରିଶ ୪ର ନିର୍ଦ୍ଦେଶନା ପାଇଁ ସିଦ୍ଧାର୍ଥଙ୍କ ସହ ମେକର୍ସ ଯୋଗାଯୋଗ କରିଛନ୍ତି । ପୂର୍ବରୁ ହ୍ରିତିକଙ୍କ ସହ ସେ ବ୍ୟାଙ୍ଗ ବ୍ୟାଙ୍ଗ ଓ…

ଶୀଘ୍ର ପୂରଣ ହେବ ଉଚ୍ଚ ଶିକ୍ଷା ବିଭାଗର ଖାଲିଥିବା ବିଭିନ୍ନ ପଦ, ୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ…

ଭୁବନେଶ୍ବର : ଚଳିତ ବର୍ଷ ଉଚ୍ଚ ଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ…

ଧର୍ମେନ୍ଦ୍ରଙ୍କ ପାଇଁ ଫୋକସରେ ଢେଙ୍କାନାଳ !

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏହାପରେ ନିଜେ ମନ୍ତ୍ରୀ ଓ ତାଙ୍କ ପତ୍ନୀ ମୃଦୁଳା ଠାକୁରଙ୍କ ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରୁଥିବା ନେଇ ଦେଖିବାକୁ ମିଳୁଥିଲା। ଏହାରି ଭିତରେ କେନ୍ଦ୍ର…

୫୦ ବର୍ଷ ବୟସରେ ୫୦ ହଜାରରୁ ଅଧିକ ଅପରେସନ୍ କଲେଣି ଡ଼ାକ୍ତର

ଉତ୍ତରାଖଣ୍ଡ: ୫୦ ବର୍ଷ ବୟସରେ ୫୦ ହଜାରରୁ ଅଧିକ ଅପରେସନ୍ କଲେଣି ଡ଼ାକ୍ତର । ଏହା ଶୁଣିଲେ ଟିକେ ଖଟ୍‌କା ଲାଗିପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଉତ୍ତରାଖଣ୍ଡର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ଏପରି କରି ଦେଖାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ…

ଯାହା ନ ହେଉଛି ବିଜେପି ଆସିଲେ ହେବ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସ୍ଥିତି ଓ ଲୋକଙ୍କ ଭାବାବେଗକୁ ଦେଖି ପ୍ରସଙ୍ଗ ଉଠାଇଛି ଦଳ। ଦଳର ହେଭିୱେଟ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି।…

ସମ୍ବଲପୁର ପହଞ୍ଚି ସ୍ଥିତି ସମୀକ୍ଷା କଲେ ଡିଜିପି, କହିଲେ; ଦିନେ ଦୁଇଦିନରେ ସ୍ଥିତି ସୁଧୁରିବ

ସମ୍ବଲପୁର : ପୋଲିସ ଡିଜି ସୁନୀଲ ବଂଶଲ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ହିଂସା ମାମଲାର ଶନିବାର ସମୀକ୍ଷା କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସମ୍ବଲପୁରରେ ପର୍ଯ୍ୟାପ୍ତ ଫୋର୍ସ ଅଛନ୍ତି; ଘଟଣାର ତଦନ୍ତ କରାଯାଉଛି ଓ ଦିନେ ଦୁଇଦିନରେ ସ୍ଥିତି ସୁଧୁରିବ ।…