Latest Odisha News

BREAKING NEWS

ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ମହିଳା ଏସ୍ଆଇ

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ଭଦ୍ରକରେ ଜଣେ ମହିଳା ଏସ୍ଆଇ ଗିରଫ ହୋଇଛନ୍ତି । ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଏକ ୱେବ ଚ୍ୟାନେଲର ସାମ୍ବାଦିକା ଅସଦାଚରଣ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ,…

ଧଳା ସୁଟ୍ ସହ ଫେସ୍ ମାସ୍କରେ ନଜର ଆସିଲେ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ତ ରୁଥୁ ପ୍ରଭୁ ଏବେ ବେଶ୍ ଚର୍ଚ୍ଚାରେ । ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ୍ର ‘ଶକୁନ୍ତଲାମ\'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସାମନ୍ତ ସୋସିଆଲ ମିଡିଆରେ ଏକ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି,…

୨୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ୬୩ ବର୍ଷିୟା ବୃଦ୍ଧା : ଏବେ ସନ୍ତାନ ଚିନ୍ତା

ନ୍ୟୁୟର୍କ: କୁହାଯାଏ ପ୍ରେମରେ ବୟସ, ଧନୀ ଓ ଗରିବ କିଛି ବି ବାଧକ ସାଜି ପାରେ ନାହିଁ । ବାସ୍‌, କେବଳ ମନକୁ ମନ ମିଶିବା ଦରକାର । ଏହାର ପ୍ରମାଣ ହେଉଛି ନିକଟରେ ଜଣେ ୨୬ ବର୍ଷୀୟ ଯୁବକ ଓ ୬୩ ବର୍ଷୀୟା ବୃଦ୍ଧାଙ୍କ ବିବାହ ଘଟଣା । ଉଭୟଙ୍କ ବୟସ ପାର୍ଥକକୁ ନେଇ ଲୋକେ ସୋସିଆଲ ମିଡ଼ିଆରେ ଅନେକ…

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଲୋଗୋ ଉନ୍ମୋଚିତ

ମୁମ୍ବାଇ: ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଇସିସି ୨୦୨୩ ବିଶ୍ୱକପର ଲୋଗୋ ଉନ୍ମୋଚିତ କରିଛି । ଆଇସିସି ତାର ଟୁଇଟର ଆକାଂଉଟରେ ଏହାର ଫଟୋ ଶେୟାର କରିଛି । ଭାରତରେ ଏଥର ଏହି ବିଶ୍ୱକପ ଆୟୋଜିତ ହେଉଥିବାରୁ…

ବିହାରରୁ ୧୦ ଲକ୍ଷ ଟଙ୍କାର ନକଲି ଓ୨ ଔଷଧ ଜବତ କଲା ଓଡ଼ିଶା ଏସଟିଏଫ୍  

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫର ଏକ ଟିମ୍ ବିହାରର ମୁଜାଫରପୁରରେ ବିପୁଳ ପରିମାଣର ନକଲି ଓ୨ (O2) ଔଷଧ ଜବତ କରିଛି । ସୂଚନା ଅନୁସାରେ, ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର କଟକ ସର୍କଲ-୧ ଧର୍ମଦେବ ପୁହାନ, ଡ୍ରଗ୍ସ ଇନ୍ସପେକ୍ଟର କଟକ ସର୍କଲ-୨ ତୁଷାର ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ…

ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭୨ ରନରେ ଶୋଚନୀୟ ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୫୪, ଜୋସ ବଟଲର ୫୪ ଓ…

ଜାତୀୟ ରାଜପଥ ସମସ୍ୟା ନେଇ ସାଂସଦ ଅପରାଜିତାଙ୍କୁ ଘେରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ଉତ୍କଳ ଦିବସରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରକୁ ଶ୍ରେୟ ଦେଇ ଟ୍ୱିଟ୍ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତାଙ୍କ ଶ୍ରେୟ ଟ୍ୱିଟର ଦିନକ ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଟ୍ୱିଟ୍ କରି…

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀଙ୍କ ଧମକ

ଦିସପୁର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଖଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗୁରୁପତୱନ୍ତ ସିଂ ପନ୍ନୁ ଆସାମର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଖଲିସ୍ତାନୀଙ୍କୁ ଆସାମରେ ରଖାଯାଇ ଯନ୍ତ୍ରଣା ଦିଆଯାଉଛି । ଏହା ଶିଖ ଓ ଭାରତ ସରକାରଙ୍କ ଲଢ଼େଇ…

ରିଲିଜ ପୂର୍ବରୁ ବାହୁବଳୀ୨, ଆରଆରଆରକୁ ପଛରେ ପକାଇଲା ପ୍ରଭାସଙ୍କ ସାଲାର

ମାଡ୍ରାସ: ରିଲିଜ ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ସାଲାର ବାହୁବଳୀ୨ ଓ ଆରଆରଆରକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ସାଲାରର ଓଭରସିଜ ରାଇଟ୍ସ ୯୦ କୋଟି ଟଙ୍କାରେ ବିକ୍ରୀ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାଲାରକୁ ଏତେ ଟଙ୍କା ମିଳିଛି । ଏହା ପୂର୍ବରୁ ପ୍ରଭାସ ଅଭିନୀତ ବହୁବଳୀ ୨ ଏବଂ…

ନିର୍ଯାତନା ସହି ନପାରି ସେବାଶ୍ରମ ଛାଡ଼ିଲେ ୩ ଛାତ୍ର

ବାଲେଶ୍ୱର: ସେବାଶ୍ରମ ନିର୍ଯାତନା ସହି ନପାରି ୩ ଜଣ ଛାତ୍ର ପଳାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ବାହାଙ୍ଗା ବ୍ଲକ ମଲିକାର୍ଜୁନ ସେବାଶ୍ରମରୁ ୩ ଜଣ ଛାତ୍ର ନିର୍ଯାତନା ସହି ନପାରି ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି ।…