Latest Odisha News

BREAKING NEWS

ବଢ଼ିଛି ଅପରାଧ, ଅନେକ ମାମଲାରେ ଦାଖଲ ହୋଇପାରିନି ଚାର୍ଜସିଟ୍: ଶ୍ୱେତପତ୍ର

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଶ୍ୱେତପତ୍ରରେ କୁହାଯାଇଛି ଯେ ୨୦୨୨ରେ ଓଡ଼ିଶାରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି ଦୁର୍ଘଟଣା…

ତିନି ବର୍ଷରେ ୯୭୦ ଜଣ ଲୋକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୯୭୦ ଜଣ ଲୋକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୋମବାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହରାଷ୍ଟ୍ରମନ୍ତ୍ରୀ ଏହା…

ନୂଆ ଆଲେଖ୍ୟ ଲେଖି ପୁଣିଥରେ ନିଜ ଦଳକୁ ପରୋକ୍ଷରେ ଭର୍ତ୍ତୃହରିଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ, ପୁଣିଥରେ ନିଜ ସମ୍ପାଦିତ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ରବିବାର ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ 'ରାଜନୀତିର ବାଟ ହୁଡିଯାଇଛୁ କି ଆମେ?' ଶୀର୍ଷକ ଲେଖି ପୁଣିଥରେ ନିଜ ଦଳ ତଥା ସରକାରକୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ…

ମାଗଣା ବିଜୁଳି ଦାବି କରି ଟାଟା ପାଓ୍ୱାର ବିରୋଧରେ ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ୱାର ସେବା ଦେବା ନାଁରେ ଶୋଷଣ କରୁଥିବା ଅଭିଯୋଗରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ରାଲି ବାହାର କରାଯାଇଥିଲା। ଏହି ସମୟରେ ରାଜଧାନୀରେ ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି…

ଘରେ ବାପାଙ୍କ ମୃତଦେହ: କାନ୍ଦି କାନ୍ଦି ଝିଅ ଦେଲା ପରୀକ୍ଷା

ମଧ୍ୟପ୍ରଦେଶ: ଥରେ ଭାବନ୍ତୁ ତ, ହଠାତ୍ ହୃଦ୍‌ଘାତରେ ପ୍ରାଣହରାଇଥିବା ବାପାଙ୍କର ମୃତଦେହ ଘରେ ପଡ଼ିରହିଛି । ଆଉ ଝିଅକୁ ଦ୍ୱାଦଶ ପରୀକ୍ଷା ଦେବାକୁ ହେବ । ନିଜର ଅରାଜି ସତ୍ତ୍ୱେ ଜୀବନଯୁଦ୍ଧରେ ଆଗକୁ ବଢିବା ପାଇଁ ଏଭଳି ଅବସ୍ଥାରେ ପରୀକ୍ଷା ଦେବାକୁ ଗଲା ଝିଅ । ପରୀକ୍ଷା ସରିବା ପରେ ଘରକୁ…

ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ‘ବିଶ୍ୱ ପଖାଳ ଦିବସ’ ପାଳିତ

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ପରିସରର ଉତ୍କଳ ରଙ୍ଗ ମଞ୍ଚଠାରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି । ପରିଷଦର ସଭାପତି ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶ…

ଏମିତି ବି ହୁଏ: କୋଟିପତି ମାଲିକ ଏବେ ଭିକାରୀ

ବ୍ରିଟେନ୍‌: ଭାଗ୍ୟ ମଣିଷ ସହିତ କି ଖେଳ ଖେଳିବ ତାକୁ କେହି ବି ଆକଳନ କରିବା କଷ୍ଟ । ଆମେ ସମସ୍ତେ ନିଜେ ନିଜ କାମ କରିଥାଉ ଆଗକୁ ବଢିବା ପାଇଁ । ସେ ଭିତରୁ କାହାକୁ ଢେର ସଫଳତା ମିଳେ ତ ଆଉ କାହାକୁ ହତାଶ ହେବାକୁ ପଡ଼େ । ଏମିତି ଏକ ଭାଗଚକ୍ରରେ ପେଶି ହୋଇଥିବା ବ୍ୟକ୍ତିର କାହାଣୀ ବିଷୟରେ…

ଏକାମ୍ର ହାଟରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା) ଆନୁକୂଲ୍ୟରେ ସ୍ଥାନୀୟ ଏକାମ୍ର ହାଟରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ…

ପାପାରାଜିଙ୍କୁ ଫଟୋ ପୋଜ୍ ଦେବାରୁ କରିନାଙ୍କ ଉପରେ ରାଗିଲେ ସୈଫ

ମୁମ୍ବାଇ: ବି-ଟାଉନରେ ସବୁଠାରୁ ଅଧିକ ଫଟୋ କ୍ଲିକ୍ ହୋଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ କରୀନା କପୁର ଖାନ୍ ଅନ୍ୟତମ । ଯେତେବେଳେ ସେ ମୁମ୍ବାଇର ରାସ୍ତାରେ ଯାଆନ୍ତି ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଉତ୍ସାହିତ ହୁଅନ୍ତି । ପାପାରାଜିଙ୍କ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ…

ନାଟୁନାଟୁ ଗୀତରେ କାର ଲାଇଟିଂ ଡ୍ୟାନ୍ସ

ୱାଶିଂଟନ: ଓସ୍କାର ବିଜେତା ନାଟୁ ନାଟୁ ଗୀତ ଏବେ ବିଶ୍ୱର କୋଣ ଅନୁକୋଣରେ ଧୁମ୍ ମଚାଉଛି । ପିଲାଠାରୁ ବୁଢାଯାଏଁ ସମସ୍ତେ ଏହି ଗୀତରେ ନାଚିବାକୁ ପାଗଳ । ଆଉ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ରିଲସ୍ କରିବା ସଂଖ୍ୟା ଅଗଣତି । ନିକଟରେ ସାଉଥ ଫିଲ୍ମର ଗୀତ ନାଟୁ ନାଟୁରେ ଆମେରିକୀୟ ପୋଲିସମାନେ…