ଚାକିରି ପାଇଁ ଅଜବ ସର୍ତ୍ତ: ଇଣ୍ଟରଭ୍ୟୁ ବେଳେ ପରୀକ୍ଷାର୍ଥୀ, ନିଯୁକ୍ତିଦାତା ମାସ୍କ ପିନ୍ଧିବା ଜରୁରୀ
ଚାକିରି ପାଇଁ ଅଜବ ସର୍ତ୍ତ । ଇଣ୍ଟରଭ୍ୟୁ ସମୟରେ ଉଭୟ ପରୀକ୍ଷାର୍ଥୀ ଓ ନିଯୁକ୍ତିଦାତା ମାସ୍କ ପିନ୍ଧିବାକୁ ବାଧ୍ୟ । ତେବେ କୋଭିଡ଼ ପାଇଁ ପାଟି ଓ ନାକ କଭର କରୁଥିବା ମାସ୍କ ନୁହେଁ ବରଂ ମୁହଁକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରୁଥିବା ମାସ୍କ ପିନ୍ଧିବା ଜରୁରୀ । ଏଭଳି ଏକ ଅଜବ ସର୍ତ୍ତ ରଖିଛି…