Latest Odisha News

BREAKING NEWS

ହାତୀ ହତ୍ୟା ଘଟଣାରେ ଅଭିଯୁକ୍ତର ମୃତ୍ୟୁ, ଚାକିରି ମିଳିବା ନେଇ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଆଠଗଡ଼: ରାଜ୍ୟରେ ପ୍ରତିମାଲ ବନ୍ୟଜନ୍ତୁଙ୍କ ମୃତ୍ୟୁ ଖବର ଆସୁଛି। ଅଧିକାଂଶ ହତ୍ୟାର ଶିକାର ହେଉଥିବାର ଅଭିଯୋଗ ରହିଛି। ଯେଉଁଥିରେ ବନ୍ୟ ସୁରକ୍ଷା ଅଧିକାରୀଙ୍କ ସଂପୃକ୍ତିକୁ ଏଡାଇ ଦିଆଯାଇପାରୁନଥିବା ବେଳେ ଆଠଗଡରେ ନିକଟରେ ହୋଇଥିବା ହାତୀ ହତ୍ୟା ଘଟଣାର ଅଭିଯୁକ୍ତକୁ କଟକ ଆଠଗଡ ବଡମ୍ବା…

ସିସୋର ଚିଟଫଣ୍ଡ ଠକେଇ: ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟକା

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଚାଲିବ। କୌଣସି ପ୍ରକାରେ ଏହା ରଦ୍ଦ ହୋଇପାରିବ ନାହିଁ। ହାଇକୋର୍ଟ ଆଜି ଏଭଳି ଏକ ରାୟ ଦେବା ପରେ ରବୀନ୍ଦ୍ର ଜେନାଙ୍କ ଅଡୁଆ ବଢିଛି। ଠକେଇ…

ଏମିତି ସ୍କୁଲ ଯେଉଁଠି ଜଣେ ଛାତ୍ରକୁ ଜଣେ ଶିକ୍ଷକ

ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀସ୍ତରରେ ଅନେକ ବ୍ୟୟ ଅଟକଳ ମଧ୍ୟ କରାଯାଉଛି । ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ସ୍କୁଲ ୟୁନିଫର୍ମ, ଜୋତା, ମୋଜା, ପାଠ୍ୟସାମଗ୍ରୀ ଆଦି…

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା: କ୍ୱାର୍ଟରରେ ଓଡିଶା ମହିଳା ଦଳ

ପୁରୀ : ଓଡିଶା ମହିଳା ଦଳ ଚଳିତ ସର୍ବ ଭାରତୀୟ ସଫ୍ଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ପ୍ରି କ୍ୱାର୍ଟର ମ୍ୟାଚରେ ଓଡିଶା ୯-୦ ସ୍କୋରରେ ହିମାଚଳପ୍ରଦେଶକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି । ଅନ୍ୟ ପ୍ରିକ୍ୱାର୍ଟର ମ୍ୟାଚଗୁଡିକରେ କେରଳ ୮-୧ରେ…

ରାସ୍ତା ପାଇଁ ଦହଗଞ୍ଜ, ଭାରରେ ବୁହା ହେଲେ ପ୍ରସୂତି ଓ ନବଜାତ

କୋରାପୁଟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକଙ୍କ ପାଖରେ ରାସ୍ତା ପହଞ୍ଚି ପାରିନି । ଆଉ ରାସ୍ତା ନ ଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବା ଠିକ୍ ସମୟରେ ପାଇ ପାରୁ ନାହାଁନ୍ତି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ଼ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ । ଗାଁର ସମ୍ବାରୁ…

ବିଜୟ ଶଙ୍କରଙ୍କ ବିରୋଧରେ ଏତଲା, ସୋମାଲିକାଙ୍କ ବୟାନର ଭିଡିଓ ଗ୍ରାଫି କଲା ପୋଲିସ

ଜଗତସିଂହପୁର: ସାନି ଏତଲା ପରେ ଆକ୍ସନ ମୋଡରେ ପୋଲିସ । ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶଙ୍କ ସାନି ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ପୋଲିସ ଅଭିଯୋଗ ଆଣିଥିବା ସୋମାଲିକାଙ୍କୁ ପଚରାଉଚରା କରିବା ସହ ବୟାନର ଭିଡିଓ…

ଗତ ୨୪ ଘଣ୍ଟାରେ ତୃତୀୟ ଭୂମିକମ୍ପ; ଏଥର ୬.୦ ତୀବ୍ରତାରେ ପୁଣି ଥରିଲା ତୁର୍କୀ; ଗଲାଣି ୧୮୦୦ରୁ ଅଧିକ ଜୀବନ

ଇସ୍ତାନବୁଲ: ତୁର୍କିରେ ବିପଦ ଟଳିବାର ନାଁ ନେଉ ନାହିଁ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ପୂରା ଦେଶକୁ ଥରାଇ ସାରିଲାଣି। ଗତ ୨୪ ଘଣ୍ଟାରେ ତୁର୍କିରେ ଦୁଇଟି ବଡ଼ ବଡ଼ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଏବେ ପୁଣି ତୃତୀୟ ଭୂମିକମ୍ପ ହୋଇଛି। ଯଦିଓ ତୃତୀୟ ଭୂମିକମ୍ପ ପୂର୍ବ ଦୁଇଟି ତୁଳନାରେ ସେତେ…

ଜେସିବିରେ କନିଆ ଘର ଗଲା ବର

ଆଜିକାଲି ବିବାହ କରିବାକୁ ବର କାର, ହାତୀ, ଘୋଡ଼ାଗାଡ଼ି, ବାଇକ୍‌, ହେଲିକପ୍ଟରରେ ଆସୁଥିବା ଦେଖିଥିବେ । ଏବେ ପୁଣି ଫେଶନ ହେଲାଣି ପାଲିଙ୍କିରେ ପୁରୁଣା ଢଙ୍ଗରେ କନିଆ ଘର ଯାଉଛି ବର । କିନ୍ତୁ ଜଣେ ବର ଜେସିବିରେ ବସି ବିବାହ କରିବାକୁ ଆସିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ପୁସ୍ତକକୁ ରୋକ ଲଗାଇଲା ଆମାଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ପୁସ୍ତକ ମୋଦି ଆଣ୍ଡ ମିକୁ ବ୍ୟାନ କରିଛି ଆମାଜନ । ସୌରଭ ଦତଙ୍କ ଏହି ପୁସ୍ତକ ହିନ୍ଦୁତ୍ୱ ଉପରେ ଆଧାରିତ ହୋଇଥିବାରୁ ବ୍ୟାନ କରାଯାଇଛି ବୋଲି ଯୁକ୍ତି ବାଢ଼ିଛି ଆମାଜନ । ସୌରଭ ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନାକୁ ଟୁଇଟ…

ରାଫେଲ ଡିଲକୁ ନେଇ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ୍‌; ମିଛ ଯେତେ ବଡ଼ ହେଲେ ବି ସତ ଆଗରେ ଦିନେ ହାରିବ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର(ଫେବ୍ରୁଆରୀ ୬) କର୍ଣ୍ଣାଟକ ତୁମକୁରରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(HAL)ର ହେଲିକପ୍ଟର ଫ୍ୟାକ୍ଟ୍ରିର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଲାଇଟ୍‌ ୟୁଟିଲିଟ ହେଲିକପ୍ଟରର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ…