Latest Odisha News

BREAKING NEWS

କର୍କଟ ରୋଗ ଦୂର କରିଥାଏ ଖଜୁରୀ….ଏକ ସପ୍ତାହ ଖାଅନ୍ତୁ ୩ଟି ଲେଖାଏଁ ଖଜୁରୀ  

ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ସଚେତନ ରହିଥାଆନ୍ତି । ତେଣୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ଫଳ ଖାଇଥାଉ । ସେଥି ମଧ୍ୟରୁ ଖଜୁରୀ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଖଜୁରୀକୁ ପୁରାତନ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କିମ୍ବା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା।…

ମୁଶରଫଙ୍କ ବିୟୋଗ, ଶଶୀ ଥରୁର କହିଲେ ‘ସେ ଥିଲେ ଶାନ୍ତିର ଦୂତ’; ବର୍ଷିଲେ ବିଜେପି ନେତା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ଜେନେରାଲ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୁଶରଫଙ୍କ ମୃତ୍ୟୁ ପରେ କଂଗ୍ରେସ ନେତା ଶଶି ଥରୁରଙ୍କ ଏକ…

ଘରେ ଘରେ କାଶ, ଜ୍ୱର; ପୂର୍ବବର୍ଷ ତୁଳନାରେ ବଢ଼ିଛି ପୀଡ଼ିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଭାଇରାଲ ଫିଭର। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡ ବିନ୍ଧା ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ…

ଗାଁ ଗାଁରେ ତେଲେଙ୍ଗାନା ମଡେଲ ପହଞ୍ଚିବ, ବହୁ ନେତା ଦଳରେ ଯୋଗେଦେବେ: ବିଆରଏସ

ଭୁବନେଶ୍ୱର: ଓଡିଶାରେ ଭାରତ ରାଷ୍ଟ୍ର ସମିତି ସରକାର ଗଢ଼ିବ। ଏଭଳି ଦାବି କରି ଭାରତ ରାଷ୍ଟ୍ର ସମିତିର ଓଡ଼ିଶା ଶାଖାରେ ଯୋଗ ଦେଇଛନ୍ତି ବୋଲି ଏବେ ଯୋଗ ଦେଇଥିବା ନୂଆ ନେତାମାନେ କହିଛନ୍ତି। ଅପରପକ୍ଷରେ ବିଜେଡି, ବିଜେପି ଓ କଂଗ୍ରସରେ ଅଣଦେଖା ହୋଇ ରହିଥିବା ପୁରୁଖା ନେତା ଖୁବଶୀଘ୍ର…

୨ କିଲୋମିଟର ରେଳ ଟ୍ରାକ ଚୋରି, ଆରପିଏଫର ଦୁଇ ଅଧିକାରୀ ନିଲମ୍ବିତ

ପାଟଣା: ବିହାରରେ ରେଳ ଲାଇନ୍ ଟ୍ରାକ ଚୋରି ମାମଲା ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ ଚୋରମାନେ ବିହାରର ରୋହତସ ଜିଲ୍ଲାରେ ଥିବା ଏକ ବ୍ରିଜରେ ଲାଗିଥିବା ଯନ୍ତ୍ରାଂଶ ଚୋରି କରି ନେଇଥିଲେ। ଏଥର କିନ୍ତୁ ଚୋରମାନେ ନିଜେ ରେଳ ଟ୍ରାକ୍ ଚୋରି କରିଛନ୍ତି। ଏହି ଟ୍ରାକ ୨ କିଲୋମିଟରର ବୋଲି…

ନବ ଦାସଙ୍କୁ ମାରିବାକୁ ୪ ମାସ ଧରି ସୁଯୋଗ ଖୋଜୁଥିଲେ ଗୋପାଳ!

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରିମାଣ୍ଡ ଅବଧି ରବିବାରଠୁ ଆରମ୍ଭ ହୋଇଛି। ଝାରସୁଗୁଡାର ଓଏସଏପି ଦ୍ବିତୀୟ ବାଟାଲିଅନ କୋଠାରେ ଗୋପାଳଙ୍କୁ ଜେରା ଚାଲିଛି। ଏହାରି ଭିତରେ କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଗୋପାଳର ମର୍ଡର ପ୍ଲାନ…

ରାମ୍ପରେ ଜଲୱା ଦେଖାଇଲେ ଦିବ୍ୟାଙ୍ଗ

ଭୁବନେଶ୍ୱର : ରାମ୍ପରେ ଚାଲିଲେ ଦିବ୍ୟାଙ୍ଗ । ବାଣ୍ଟିଲେ ସଚେତନତାର ବାର୍ତ୍ତା । ରବିବାର ସନ୍ଧ୍ୟାରେ ଏମିତି ଏକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍‌ରେ । ମୁଖ୍ୟତଃ ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗକୁ ସାମିଲ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ। ଚେନ୍ନାଇର ବସନ୍ତ ନଗର ଶ୍ମାଶାନରେ ଇଲେକ୍ଟ୍ରିକ ଚୁଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ୱରର ରାଣୀ ବାଣୀ। ଗତକାଲି ଚେନ୍ନାଇର ନୁଙ୍ଗବକ୍କମରେ ଥିବା…

କ୍ୱେଟା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଟିଟିପି

କ୍ୱେଟା: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନର କ୍ୱେଟାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୫ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେହରିକ ଇ ତାଲିବାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଆହତଙ୍କ ମଧ୍ୟରେ ଅଧିକାଂଶ ପୋଲିସ କର୍ମୀ ରହିଛନ୍ତି । ସେମାନଙ୍କୁ ସ୍ଥାନୀୟ…

ନ ଦେଖିଲେ ବିଶ୍ୱାସ ହେବନି, ନଈର ପାଣି ଠିକ୍ କାଚ ଭଳି ସ୍ୱଚ୍ଛ

ଭାରତ ଏପରି ଏକ ଦେଶ ଯେଉଁଠାରେ ପାଣିପାଗ ଅନୁସାରେ ପରିବେଶକୁ ଉପଭୋଗ କରିହେବ । ଯେତେବେଳେ ଦକ୍ଷିଣରେ ଗରମ ଅନୁଭୂତ ହୁଏ ସେତେବେଳେ ପାହାଡ଼ିଆ ଅଞ୍ଚଳରେ ଶୀତକୁ ନେଇ ଖୁବ୍ ମଜା ଅନୁଭବ ହୁଏ । ଭାରତୀୟ ସଂସ୍କୃତି ଏବଂ ବାର ମାସରେ ତେର ପର୍ବ କାରଣରୁ ଭାରତରେ ବହୁ ବିଦେଶୀ ପର୍ଯ୍ୟଟକ ଡ଼େରା…