Latest Odisha News

BREAKING NEWS

ନବ ଦାସଙ୍କୁ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ସରକାର ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ ହେଲେ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଏଏସ୍ଆଇ ହତ୍ୟା କଲେ । ଏବେ ଯେଉଁ ତଦନ୍ତ ଚାଲିଛି ତାକୁ ନେଇ କଂଗ୍ରେସ ସନ୍ତୁଷ୍ଟ ନାହିଁ । ତା ଛଡ଼ା ଗୋପାଳ ପାଇଖାନା ଟାଙ୍କିରେ କାଗଜ ଖଣ୍ଡେ…

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଢୋଲକିଆ…

ମୁମ୍ବାଇ : ଛୋଟ ପରଦାରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ଏବେ ଉର୍ବଶୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମୁମ୍ବାଇରେ ଉର୍ବଶୀଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ହେଲେ ଉର୍ବଶୀଙ୍କର ବିଶେଷ କ୍ଷତି ହୋଇ ନଥିବା ସୂଚନା ରହିଛି । ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ…

ନରହରି ବାରିକ ସ୍ମୃତି ସଂସଦ ପକ୍ଷରୁ ମେଧା ବୃତ୍ତି ପରୀକ୍ଷା

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ନରହରି ସ୍ମୃତି ସଂସଦ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଆୟୋଜିତ ହୋଇଛି । ଝଡ଼େଶ୍ୱରପୁର ଉଚ୍ଚ ବିଦ୍ୟାଳୟର ପ୍ରବୀର ଗଣିତ ଶିକ୍ଷକ ସ୍ୱର୍ଗତ ଗୁଣନିଧି ଲେଙ୍କା, ଚୌଧୁରୀ ସୁରେନ୍ଦ୍ର ନାଥ…

୧୦ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ‘ସଲାମ ଭେଙ୍କି’

ମୁମ୍ବାଇ: ଫେବୃୟାରୀ ୧୦ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଫିଲ୍ମ ‘ସଲାମ ଭେଙ୍କି’ । ଏହି ଚଳଚ୍ଚିତ୍ରଟି ସିନେ ଇଣ୍ଡଷ୍ଟ୍ରିଜ୍‌ରେ ହଇଚଇ ସୃଷ୍ଟି କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ଏଥିରେ ଅଭିନେତ୍ରୀ କାଜୋଲ ଜଣେ ମାଆ ଭୂମିକାରେ ଦମ୍‌ଦାର ଅଭିନୟ କରିଛନ୍ତି ।…

ସାପ ନା ପଥର ? ଦେଖିଲେ ବି କରି ପାରିବେନି ବିଶ୍ୱାସ…

ଦୁନିଆରେ ଅନେକ ରହସ୍ୟ ଲୁଚି ରହିଛି । ଯେତେବେଳେ ଧୀରେ ଧୀରେ ଏହି ରହସ୍ୟର ପେଡି ଖୋଲେ ସେତେବେଳେ ବହୁ ଆଶ୍ଚର୍ଯ୍ୟ କର କଥା ସାମ୍ନାକୁ ଆସେ। ଏମିତି ଏକ ରହସ୍ୟ ରହିଛି ଥାଇଲାଣ୍ଡର ନାଗ ଗୁମ୍ଫାରେ । ଏହି ଗୁମ୍ଫା ନିକଟରେ ଏକ ବିଶାଳକାୟ ସାପ ଭଳି ପଥର ରହିଛି। ଯାହାକୁ ଦେଖିଲେ ଲାଗେ ସତେ ଯେମିତି…

ସରକାରୀ କର୍ମଚାରୀ ଓ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ବଢିବ ମହଙ୍ଗା ଭତ୍ତା

ନୂଆଦଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇବେ କେନ୍ଦ୍ର ସରକାର। ବର୍ତ୍ତମାନ ଥିବା ୩୮ ପ୍ରତିଶତରୁ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବଢ଼ିବ। ଅର୍ଥାତ ହିସାବ ଅନୁସାରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇବାକୁ କେନ୍ଦ୍ର ସରକାର ଯୋଜନା…

ଆସନ୍ତା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ; କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା

ବେଙ୍ଗାଲୁରୁ: ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ। କର୍ଣ୍ଣାଟକର ବିଦର ସହରରେ ଲୋକଙ୍କୁ ସମ୍ବୋଧନ କରି ଆଗୁଆ ଅବସର ଘୋଷଣା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୟା। ତେବେ ସେ ନିଜେ ନିର୍ବାଚନ ନ ଲଢ଼ିଲେ ବି ରାଜନୀତିରେ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ

ପାକିସ୍ତାନ : ପାକସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି  । ଅନେକ ଦିନ ଧରି ସେ ଅସୁସ୍ଥ ହୋଇ ଦୁବାଇର ଏକ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। ଆଜି ୟୁଏଇ ସ୍ଥିତ ଆମେରିକାନ୍‌ ହସ୍ପିଟାଲ୍‌ରେ ତାଙ୍କର…

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ବିନୋଦ କାମ୍ବଲିଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି। ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଥାନାରେ ମାମଲା ରୁଜୁ। କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରିୟା ହେୱିତ୍ ନିର୍ଯାତନା ଅଭିଯୋଗ ନେଇ ଥାନାରେ ମାମଲା କରିଛନ୍ତି। ଶୁକ୍ରବାର ମୁମ୍ବାଇର ବାନ୍ଦ୍ରାରେ ଥିବା…

ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସନ୍ନି ଲିଓନି

ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲରେ ବିସ୍ଫୋରଣ । ଇମ୍ଫାଲରେ ଏକ ଫ୍ୟାଶନ୍‌ ଶୋ' ଆୟୋଜନ ହୋଇଥିଲା  । ଏଥିରେ ଯୋଗ ଦେଇଥାନ୍ତେ ବଲିଉଡ କୁଇନ୍‌ ସନ୍ନି ଲିଓନି  । ହେଲେ ଆୟୋଜନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଅଘଟଣ  । ଫ୍ୟାଶନ ଶୋ' ନିକଟରେ ଫୁଟିଥିଲା ବୋମା । ଅଳ୍ପକେ ବର୍ତ୍ତି…