Latest Odisha News

BREAKING NEWS

୩୧.୨୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏକ ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ କରିଛି। ବଲାଙ୍ଗୀର ଜିଲ୍ଲାରୁ ଏହି ନକଲି ଟଙ୍କା କାରବାର ଧରାପଡିବା ସହିତ ମୋଟ୍ ୩୧.୨୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ବଲାଙ୍ଗୀର ପୁଲିସ ସହାୟତାରେ ଏସଟିଏଫ୍ ଟିମ୍ ମଧ୍ୟ…

ସାମ୍ନାକୁ ଆସିଲା ଗୋପାଳ ଦାସଙ୍କ ଛୁଟି ଉପସ୍ଥାପନ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଛୁଟି ମିଳୁନଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ତେଣୁ ମାନସିକ ଭାରସାମ୍ୟ ହରାଇ ଗୋପାଳ ଦାସ ହୁଏତ ଏଭଳି ଏକ ଘଟଣା ଭିଆଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।…

ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି ! ଭାରତରେ ବନ୍ଦ ହେଲା ଉତ୍ପାଦନ

ନୂଆଦିଲ୍ଲୀ: ଆଖିରେ ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି, ପ୍ରାଣ ହରାଉଛନ୍ତି ଲୋକେ । ଗ୍ଲୋବାଲ୍ ଫାର୍ମା ହେଲଥକେୟାରର ଆର୍ଟିଫିସିଆଲ୍ ଟିଅର୍ସ ଡ୍ରପକୁ ନେଇ ଆମେରିକାର ଅଭିଯୋଗ ପରେ କମ୍ପାନୀ ପ୍ରଥମେ ସମସ୍ତ ଡ୍ରପକୁ ଫେରାଇ ନେଇଥିଲା । ଏବେ ଭାରତରେ ଉତ୍ପାଦନକୁ ବନ୍ଦ କରି ଦେଇଥିବା…

ସଭାରେ ନବୀନଙ୍କ ଭରପୂର ପ୍ରଶଂସା, କ’ଣ ଇସାରା ଦେଉଛନ୍ତି ତାରା ?

ଭୁବନେଶ୍ୱର: ଭରା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଖାଲି ପ୍ରଶଂସା କରି ନାହାନ୍ତି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ତାରା । ଜୟପୁର ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ତାରା ନବୀନଙ୍କୁ…

ଆଇଏଏସ ପରୀକ୍ଷା ପାଇଁ କୋଚିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏଭଳି ଏକ ଯୋଜନା କରିଛି। ଓଡ଼ିଆଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶାସନିକ ସେବା ବା ୟୁପିଏସ୍‌ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ଏକ ପଦକ୍ଷେପ ନେଉଛି। ଆଇଏଏସ, ଆଇପିଏସ କିମ୍ବା ଆଇଆରଏସ ହେବାକୁ…

ବାଲି ମାଫିଆଙ୍କ ଆକ୍ରମଣରେ ଉପଜିଲ୍ଲାପାଳ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହାନଙ୍କୁ ଶୁକ୍ରବାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ାଠାରେ ବାଲି ମାଫିଆମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପଜିଲ୍ଲାପାଳ ଚୌହାନ ଫୁଲାଡ଼ିରୁ ବାଲେଶ୍ୱର ଯାଉଥିବା ବେଳେ ଫୁଲାଡ଼ି ବ୍ରିଜ୍ ଉପରେ ଏକ ବାଲି ବୋଝେଇ ଟ୍ରକ୍…

ବିଶ୍ୱରେ ଲୋକପ୍ରିୟ ନେତା ମୋଦି, ପଛରେ ପଡ଼ିଲେ ବାଇଡେନ୍ ଓ ସୁନକ

ନୂଆଦିଲ୍ଲୀ: ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା କିଏ ? ଦୁନିଆର ଲୋକପ୍ରିୟ ନେତାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ଅଛନ୍ତି । ଆମେରିକା, ୟୁକେ ଭଳି ରାଷ୍ଟ୍ରର ମୁଖ୍ୟ ଲୋକପ୍ରିୟତା କ୍ଷେତ୍ରରେ ମୋଦିଙ୍କ ପଛରେ ରହିଛନ୍ତି । ବିଜନେସ…

ବିବାହ କଲେ ହାସ୍ୟ ଅଭିନେତ୍ରୀ ମି ପୁଚ୍‌ପୁଚ୍‌

ଭୁବନେଶ୍ୱର: ବିବାହ କଲେ କମେଡ଼ି କୁଇନ୍ ମି ପୁଚ୍‌ପୁଚ୍ ଓରଫ ଲିତିକା ପ୍ରିୟଦର୍ଶନୀ ପତି । ବର୍ଷିୟାନ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ପୁଅ ଅଭିଷେକ ଷଡଙ୍ଗୀଙ୍କୁ ସେ ବିବାହ କରିଛନ୍ତି । ନିକଟରେ ଅନୁଷ୍ଠିତ ତାଙ୍କ ବିବାହ ଉତ୍ସବରେ ବହୁ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ । ନିଜର…

ଯାତ୍ରୀ ଜଣଙ୍କ ପାଟନାକୁ ଟିକେଟ୍ କାଟିଥିଲେ, କିନ୍ତୁ ଓହ୍ଲାଇଲେ ଉଦୟପୁରରେ

ନୂଆଦିଲ୍ଲୀ: ଖାମଖିଆଲିର ଚରମସୀମାରେ ଇଣ୍ଡିଗୋ ଏୟାରଲାଇନ୍ସ। କର୍ମଚାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଜଣେ ଯାତ୍ରୀଙ୍କୁ ବିହାରର ପାଟନା ପରିବର୍ତ୍ତେ ରାଜସ୍ଥାନର ଉଦୟପୁରରେ ଓହ୍ଲାଇବାକୁ ପଡିଛି। ଯାହାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ତଦନ୍ତ ନିର୍ଦ୍ଦେଶ…

ରଣଜୀ ଟ୍ରଫି: ବେଙ୍ଗଲ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସେମିରେ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବେଙ୍ଗଲ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ପଞ୍ଜାବ ଓ ସୌରାଷ୍ଟ୍ର ମଧ୍ୟରୁ ଅନ୍ତିମ ଟିମ ସେମିକୁ ଉନ୍ନୀତ ହେବା ପରେ ଏହାର ଲାଇନ ଅପ ଚୂଡାନ୍ତ ହେବ । ପଶ୍ଚିମବଙ୍ଗ ୯ ୱିକେଟରେ ଝାଡଖଣ୍ଡକୁ ପରାସ୍ତ କରିଥିବା…