Latest Odisha News

BREAKING NEWS

ଏକାସାଙ୍ଗରେ ତାରା ଓ ରବି ଉପସ୍ଥିତ ରହିବା ଅସମ୍ଭବ !

ଓଡ଼ିଶା ସମ୍ବାଦ ବ୍ୟୁରୋ : ସୂର୍ଯ୍ୟ ଓ ତାରା । ଏ ଦୁଇ ଜଣ କେବେ ଏକା ସାଥିରେ ଦେଖାଯାଆନ୍ତି ନାହିଁ। ସୂର୍ଯ୍ୟ ଅସ୍ତ ହେଲେ ଆକାଶରେ ମିଞ୍ଜି ମିଞ୍ଜି ହୋଇ ତାରା ଦେଖାଯାଏ ଆଉ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆକାଶରୁ ତାରା ଗାଏବ ହୋଇଯାଇଥାଏ। ବୋଧହୁଏ ଏହାକୁ କେହି ମାନନ୍ତୁ ନ…

ବାଇକ୍ ଡିକି ଭାଙ୍ଗି ସଞ୍ଜ ବେଳେ ଲୁଟିନେଲେ ୩୯ ଗ୍ରାମ୍ ସୁନା ଓ ୪୦ ହଜାର ଟଙ୍କା

ଭଦ୍ରକ: ଭଦ୍ରକରେ ଲୁଟେରା ମାତିଛନ୍ତି । ସଞ୍ଜ ନଇଁବା କ୍ଷଣି ଆରମ୍ଭ ହୋଇ ଯାଉଛି ଟାର୍ଗେଟ୍ ଖୋଜା । ସୁଯୋଗ ଦେଖି କ୍ଷଣିକରେ ଲୁଟି ନେଉଛନ୍ତି ସର୍ବସ୍ୱ । ଆଜି ଟାଉନ ଥାନା ଅଧିନ ଚରମ୍ପା ଏସବିଆଇ ଏଟିଏମ୍ ସମ୍ମୁଖରୁ ଲୁଟ୍ ହୋଇଛି । ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୩୮ ଗ୍ରାମର ସୁନା ଅଳଙ୍କାର…

କଙ୍ଗୋ ନୃତ୍ୟ କରି ୧୪ କୁକୁରଙ୍କ ୱାର୍ଲ୍ଡ ରେକର୍ଡ

କୁକୁରମାନେ ନୃତ୍ୟ କଲେ । ତାହାସହିତ ବିଶ୍ୱ ରେକର୍ଡ଼ ବି କଲେ । ଗୋଟେ କି ଦୁଇଟି ନୁହେଁ ଏକାଥରକେ୧୪ କୁକୁର ଏକାଠି କଙ୍ଗୋ ନୃତ୍ୟ କରି ତିଆରି କରିଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ । ଏବେ ସୋସିଆଲ ମିଡ଼ିଆରେ ୧୪ କୁକୁରଙ୍କ ଏହି ନୃତ୍ୟ ଖୁବ୍ ଭାଇରାଲ ହେଉଛି । ମୂଳତଃ ଜର୍ମାନୀବାସିନ୍ଦା…

ଥାଲାପତି ବିଜୟଙ୍କ ନୂତନ ଫିଲ୍ମର ନାମ ଲିଓ, ଅକ୍ଟୋବର ୧୯ରେ ହେବ ରିଲିଜ

ମାଡ୍ରାସ: ଥାଲାପତି ବିଜୟଙ୍କ ବହୁ ଚର୍ଚ୍ଚିତ ଥାଲାପତି ୬୭ର ଟାଇଟଲ ଶୁଣିବା ପାଇଁ ଦର୍ଶକମାନେ ବେଶ କିଛି ଦିନ ହେବ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥିଲେ । ଆଜି ମେକର୍ସଙ୍କ ପକ୍ଷରୁ ଏହାର ଟାଇଟଲ ଏବଂ ରିଲିଜ ତାରିଖ ଘୋଷଣା କରାଯାଇଛି । ଫିଲ୍ମର ନାମ ଲିଓ ରଖାଯାଇଥିବା ବେଳେ ଏହା ୧୯ ଅକ୍ଟୋବର…

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗାନ୍ଧୀ ଛକ ଫାଣ୍ଡିରେ ଥିବା ପୁରୁଣା କାରରୁ ମିଳିଲା ଡାଏରୀ

ଝାରସୁଗୁଡ଼ା: ଗୋପାଳକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ…

ଯୁଦ୍ଧ ବନ୍ଦ କରିବା ପାଇଁ ବାଇଡେନ ଦେଇଥିଲେ ୟୁକ୍ରେନ ଭାଗ କରିବା ପ୍ରସ୍ତାବ !

ୱାଶିଂଟନ: ୨୪ ଫେବୃୟାରୀକୁ ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବ । ଏବେ ବି ଏହି ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ଏକ ରିପୋର୍ଟ ଆଲୋଚନାର କାରଣ ସାଜିଛି । ବାଇଡେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ୟୁକ୍ରେନର ୨୦ ପ୍ରତିଶତ ଅଂଶ…

୧୨ ବର୍ଷ ପରେ ଦ୍ୱିତୀୟ ବିବାହ କରିବେ ଅଭିନେତ୍ରୀ ସାରା : ବିଗ୍ ବସ୍ ଘରେ କରିଥିଲେ ପ୍ରଥମ ବିବାହ

ନୂଆଦିଲ୍ଲୀ : ଅଭିନେତ୍ରୀ ସାରା ଖାନ ଏବେ ନିଜର ଅପ୍‌କମିଂ ଫିଲ୍ମ “୧୯୯୦” କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସହିଦ କାଜମି । ଫିଲ୍ମରେ ସାରାଙ୍କ ସହ ଅର୍ଜୁନ ମନହସ ଏବଂ ମୀର ସରୱରଙ୍କୁ ଦେଖିବାକୁ ମିଳିବ । ତେବେ ସାରାଙ୍କ ପ୍ରଫେସନାଲ ଲାଇଫ ସହିତ ବ୍ୟକ୍ତିଗତ…

ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ ସସପେଣ୍ଡ କଲା କଂଗ୍ରେସ

ନୂଆଦିଲ୍ଲୀ: କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ପତ୍ନୀ ପ୍ରିନୀତ କୌରଙ୍କୁ ଦଳ ବିରୋଧୀ କାର୍ଯ୍ୟ ନେଇ କଂଗ୍ରେସ ସସପେଣ୍ଡ କରିଛି । କଂଗ୍ରେସରେ ଥିବା ସତ୍ୱେ ସେ ବିଜେପି ପାଇଁ ପରୋକ୍ଷରେ କାମ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ପୂର୍ବରୁ ପିସିସି ମୂଖ୍ୟ ଅମରିନ୍ଦର ସିଂ ରାଜା ୱାରିଂ ଏହି…

ରେଳ ବଜେଟରେ ଓଡ଼ିଶା ଦାବି ଠାରୁ ୧୯% ଅଧିକ ଅନୁଦାନ ଦିଆଯାଇଛି: ଅଶ୍ୱିନୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରୁ ଅନୁଦାନ ଘୋଷଣା ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି । ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଏ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ…

ବିଚିତ୍ର ଅଞ୍ଚଳ: ପାଣିରେ ଭାସୁଛି ଗାଁ

ପାହାଡ଼ ଶିଖରରେ କିମ୍ବା ଅଗନାଅଗନି ବନସ୍ତରେ ଲୋକେ ଘର କରି ରହିବା କଥା ଆମେ ଶୁଣିଛେ । କିନ୍ତୁ ସମୁଦ୍ର ପାଣିରେ ବର୍ଷ ବର୍ଷ ଧରି ଘର କରି ରହିବା ଓ ପାଣିକୁ ଭିଟାମାଟି ଭାବେ ବିଚାର କରିବା ନିହାତି ଆଚମ୍ବିତ ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଗୋଟିଏ କି ଦୁଇଟି ଘର ନୁହେଁ, ପାଣି ଉପରେ ଘର…