ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୩)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଯାହା ହେଉ ଏଇ ପ୍ରଶ୍ନର ଉର ଦେଇହେବ । ତଥାପି ଖଣ୍ଡ ଖଣ୍ଡ କଣ୍ଠରେ ସେ ଉତ୍ତର ଦେଲା- ମୁଁ ତାଙ୍କୁ ଭଗବାନ ରୂପେ ପୂଜା କରେନି, ବରଂ ଜଣେ ଶାଶ୍ୱତବନ୍ଧୁ ରୂପେ ଭଲପାଏ... ଭକ୍ତିକରେ.... ।
ଏତିକି କହିସାରିବା ପରେ…