Latest Odisha News

BREAKING NEWS

ଜୁନିୟର ମହିଳା ହକି: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷିତ ଦଳରେ ୫ ଓଡିଆ

ବାଙ୍ଗାଲୋର: ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଆଜି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା…

ନବ ଦାସଙ୍କ ହତ୍ୟା ବିଜେଡିର ଅନ୍ତଃକନ୍ଦଳର ପରିଣାମ: ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପଛରେ ଶାସକ ଦଳରେ ଥିବା କନ୍ଦଳ ଦାୟୀ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏଭଳି ବୟାନ ଦେଇଛନ୍ତି। ଏପରିକି ବିଜେପି ଅଭିଯୋଗ କରିଛି ଯେ, ଓଡିଶା ସରକାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ହତ୍ୟା ମାମଲାରେ କ୍ଲିନଚିଟ୍…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ

ଅହମ୍ମଦାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ କମାଲ କରିଛନ୍ତି ଶୁଭମନ ଗିଲ । ଭାରତ ପ୍ରଥମେ ବ୍ୟାଟିଂ କରି ଗିଲଙ୍କ ବିସ୍ଫୋରକ ଶତକ ବଳରେ ୪ ୱିକେଟ ବିନିମୟରେ ୨୩୪ ରନ କରିଥିଲା । ଗିଲ ମାତ୍ର ୬୩ ବଳରେ ୧୨ ଚୌକା ୭ ଛକା ବଳରେ ୧୨୬ ରନ କରି ଅପରାଜିତ ରହିଥିଲେ । ଏଥିସହ…

ଟିଭି ପରଦାର ଦାମୀ ଅଭିନେତ୍ରୀ ରୁପାଲି

ନୂଆଦିଲ୍ଲୀ: ଛୋଟ ପରଦାର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀ ହିନ୍ଦି ସମେତ ଅନ୍ୟାନ୍ୟ ଭାଷାରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ । କିନ୍ତୁ ଏବେ ଟିଭିର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ତାଙ୍କର ଭାଗ୍ୟକୁ ବଦଳାଇ ଦେଇଛି । ସମ୍ପ୍ରତି ସେ ପାଲଟି ଯାଇଛନ୍ତି ଟିଭି…

ବଜେଟ ୨୦୨୩-୨୪: ସ୍ବାସ୍ଥ୍ୟ ଓ ମନରେଗାରେ ଫଣ୍ଡ କମିବା ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୁଷ୍ମାନ ଭାରତ ପାଇଁ ବଜେଟ କମିବା ଏବଂ ମନରେଗା ପାଇଁ ଫଣ୍ଡ କାଟିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ବଜେଟରେ ଅନେକ କିଛି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ମନରେଗା…

ଗୁଳି ମାଡ଼ରେ ହୃତପିଣ୍ଡ ନଷ୍ଟ ହେବାରୁ ନବ ଦାସଙ୍କର ମୃତ୍ୟୁ ହୋଇଛି

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାରୁ ହୃତପିଣ୍ଡ ନଷ୍ଟ ହୋଇଯାଇଥିଲା। ତେଣୁ ତାଙ୍କର ମୃତ୍ୟୁ ଘଟିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ନବ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆପୋଲୋ ହସ୍ପିଟାଲରେ…

ଅଭିଯୁକ୍ତ ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍, ଫରେନସିକ ସାଇକୋଲଜିକାଲ ଟେଷ୍ଟ ପାଇଁ ପ୍ରସ୍ତୁତି

ବ୍ରହ୍ମପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀଙ୍କୁ ପଚରାଉଚରା କଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଗତକାଲି ଗୋପାଳଙ୍କ ବଡ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଉଠାଇ ନେଇଛି। ଏହାପରେ ଆଜି ପୁଣିଥରେ ଗୋପାଳ ରହୁଥିବା ବ୍ରହ୍ମପୁର…

୨୦ ବର୍ଷ ପରେ ଏକତ୍ର ହେବେ ଜ୍ୟାକି ଆଉ ସୁବାସ ଘାଇ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଜ୍ୟାକି ଶ୍ରଫଙ୍କ ଜନ୍ମ ଦିବସରେ ତାଙ୍କର ଦୀର୍ଘ ଦିନର ବନ୍ଧୁ ତଥା ଫିଲ୍ମ ନିର୍ମାତା ସୁବାସ ଘାଇ ନୂତନ ଫିଲ୍ମର ଘୋଷଣା କରିଛନ୍ତି । ଏଥିସହ ଉଭୟ ୨୦ ବର୍ଷ ପରେ ପୁନର୍ବାର ଏକତ୍ର ହୋଇଛନ୍ତି । ଜ୍ୟାକି ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି । ଶେଷ ଥର ଉଭୟ…

ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଶାଢୀ

ନୂଆଦିଲ୍ଲୀ: ଏଥର ବି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଚର୍ଚ୍ଚା ।  ଦେଶୀ ଶାଢୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନିର୍ମଳା । ଏଥର ବଜେଟରେ ମଧ୍ୟ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା । ଏଥର ଲାଲ ରଙ୍ଗର ଶାଢୀରେ କୁମ୍ଭପକା ବର୍ଡର ଥିବା ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କରିଛନ୍ତି…

ମନ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ: ପ୍ରଶ୍ନ ଉଠାଇଲା ବିଜେପି, ଜବାବ ଦେଲା ବିଜେଡି

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତି ହୋଇଛନ୍ତି। ଏହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିଜେପି କହିଛି ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବା ପାଇଁ ବ୍ୟଗ୍ର ହୋଇପଡିଛନ୍ତି। ଆଉ…