ଓଡ଼ିଶାରେ ନୂଆ ନୁହେଁ ନେତା, ମନ୍ତ୍ରୀଙ୍କୁ ଗୁଳି; ପୂର୍ବରୁ ୫ ଜଣ ଏମିତି ହୋଇଛନ୍ତି ଗୁଳିର ଶିକାର
ଭୁବନେଶ୍ବର : କାହିଁକି ନେତା, ମନ୍ତ୍ରୀଙ୍କ ପ୍ରତି ଏତେ ଆକ୍ରୋଶ ? କାହିଁକି ଜନତା ନିଜ ନିର୍ବାଚିତ ନେତାଙ୍କ ଉପେର ଏମିତି ରାଗ ସୁଝାନ୍ତି ? ନେତା, ମନ୍ତ୍ରୀଙ୍କୁ କାହିଁକି ଏମିତି ଗୁଳିର ଶିକାର ହେବାକୁ ପଡେ ? ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବନାସ ଜୀବନ ଚାଲିଗଲା । ତାହା ପୁଣି…