ଭାରତୀୟ ରେସଲିଂର କଳା ଅଧ୍ୟାୟ: ହଟିଲେ ବ୍ରିଜଭୂଷଣ
ନୂଆଦିଲ୍ଲୀ: ଷ୍ଟାର ରେସଲର ଓ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି । ଦେଶ ଏବଂ ବିଦେଶରେ ଭାରତର ମାନ ତଳେ ପଡିଛି । ରେସଲରଙ୍କ ଜିଦ ପରେ ବ୍ରିଜଭୂଷଣ ତାଙ୍କ ପଦରୁ ହଟିବାକୁ ପଡିଛି । ଆସନ୍ତୁ ଜାଣିବା ଏହାର…