Latest Odisha News

BREAKING NEWS

ଆନ୍ଦୋଳନରତ ରେସଲରଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ରେସଲରଙ୍କୁ ଭେଟିଛନ୍ତି ଅନୁରାଗ ଠାକୁର । ମି-ଠୁ ଅଭିଯୋଗ ଅତି ସାଂଘାତିକ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ । ଇସ୍ତଫା…

ସରିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ; କାର୍ଯ୍ୟକ୍ରମରେ ଯୋଗ ଦେଲେ ବଲିଉଡ୍‌ ଷ୍ଟାର୍

ମୁମ୍ବାଇ: ଗତକାଲି ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ନିର୍ବନ୍ଧ ଶେଷ ହୋଇଛି। ପରିବାର ଓ ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶାହରୁଖା ଖାନ୍, ରଣବୀର କପୁର, ଐଶ୍ୱର୍ଯ୍ୟାଙ୍କ ଭଳି ବହୁ ବଲିଉଢ୍ ଷ୍ଟାର୍‌ ଯୋଗ…

ଭାଷା ଭାଗବତ : ଔଚିତ୍ୟ ବିଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଭାଷା ବ୍ୟବହାର କରଂତି ନିତି ବାରଂବାର ନ ହୋଇ କେବେ ସଚେତନ ଥାଏ ଭାଷାର ବ୍ୟାକରଣ ଭାଷା ଯେହେତୁ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ ଥାଏ ନୀତି, ନିୟମମାନ ସେଆଡ଼େ ଦିଅଂତିନି ଧ୍ୟାନ ଜଣେ କହିଲେ ଜଣେ ବୁଝି…

ଅତ୍ୟଧିକ ମାତ୍ରାରେ କେଶ ଝଡ଼ୁଥିଲେ ଖାଆନ୍ତୁ….

ବର୍ତ୍ତମାନ କେଶ ଝଡିବା ସଭିଁଙ୍କ ପାଇଁ ଚିନ୍ତାର କାରଣ। କେଶକୁ ସଠିକ ପୋଷଣ ପ୍ରଦାନ କରିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତାନ୍ତ ଜରୁରୀ। ତେବେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ କେଶର ସୁପରଫୁଡ ବୋଲି କୁହାଯାଏ।ଯାହାକୁ ଖାଇବା ଦ୍ୱାରା କେଶ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ  ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୋର ସନ୍ଦେହ ହେବାରୁ ପଚାରିଲି ନା... । ତୋ ବାହାଘର ପୂର୍ବରୁ ଆମେ ଭଞ୍ଜନଗର ଛାଡ଼ିଥିଲୁ । ଡାଡ଼ିଙ୍କ ବଦଳି ହୋଇଥିଲା । ତୋ ବାହାଘର ବେଳକୁ ମୁଁ ଦିଲ୍ଲୀରେ ପଢ଼ୁଥିଲି । ଆମ ସାଙ୍ଗରେ ଗୋଟେ ଝିଅ ପଢ଼ୁଥିଲା, ନିହାରୀକା,…

ଅନୁବାଦ କବିତା : ତୁମକୁ କହିନାହିଁ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ଆକାଶରେ ମେଘର ପ୍ରବଳ ଗର୍ଜନ ଓ ବାଣ ଫୁଟିବା ପରି ଶବ୍ଦରେ କାଲିଥିଲା ତୁମର ଜନ୍ମଦିନ । ଘର ଭିତରକୁ ବର୍ଷାର ଛିଟା ଆସୁଥିଲେ ବି, ଝରକା ବନ୍ଦ କରିନି ଆଲୁଅ ଲିଭି ଯାଇଥିବା ଅନ୍ଧାରରେ ରହି ରହି ବିଦ୍ୟୁତର ଝଲକରେ ମୁଁ ଦେଖି ପାରୁଥିଲି ତୁମର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢାବୁଲା କ୍ରମରେ ଆମେ ମୂଖ୍ୟ ମୂଖ୍ୟ କିଛି ମନ୍ଦିର ବୁଲିଲେ କିନ୍ତୁ ସେହିମଧ୍ୟରେ ଶ୍ରୀ କ୍ଷେତ୍ରେଶ୍ୱରୀଙ୍କ ଦର୍ଶନ ଓ ବର୍ଣ୍ଣନା ବାକି ରହିଥିଲା। କାରଣ…

ଆଇସିସିର ୨୦ କୋଟି ଚୁନା ଲଗାଇଲା ‘ଜମତାରା’!

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଅନ୍ ଲାଇନ ଠକେଇର ଶିକାର ସେହିମାନେ ହୁଅନ୍ତି ଯେଉଁମାନେ କମ୍ ନିରକ୍ଷର ବା ଆଧୁନିକତାର ସହିତ ତାଳ ନଦେଇ ଚାଲନ୍ତି। ଅନଲାଇନ୍ ଠକେଇ ସମସ୍ୟା ଏବେ ସମଗ୍ର ବିଶ୍ୱ ପାଇଁ ବଡ ବିପଦ ପାଲଟିଛି। ସାଧାରଣ ଲୋକ ସ୍ମାର୍ଟ ସାଇବର ଲୁଟେରାଙ୍କ ଜାଲରେ ଫସି ନିଜର କଷ୍ଟ…

ଓଡ଼ିଶାରେ ଅସୁରକ୍ଷିତ ବାଘ, ହାତୀ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭୟାରଣ୍ୟ ଜୀବ ଜନ୍ତୁଙ୍କୁ ସୁରକ୍ଷିତ ରଖିବାର ସ୍ଥାନ। ହେଲେ କିଛି ବର୍ଷ ହେବ ଓଡ଼ିଶାରେ ଅଭୟାରଣ୍ୟରେ ରହୁଥିବା ଜୀବ ଜନ୍ତୁ ମାନେ ଯେପରି ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଭଳି ମନେ ହେଉଛି । କେବେ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁଁ ବାଘ, ହାତୀ, ଭାଲୁ,…

ବିଚାରପତି ନିଯୁକ୍ତି: ସୁପ୍ରିମକୋର୍ଟ କଲେଜିୟମର ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ୍ ର’ ଏବଂ ଗୁଇନ୍ଦା ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରିଛନ୍ତି। ଏହା ସହିତ କେନ୍ଦ୍ର ଯେଉଁ ସବୁ ଆପତ୍ତି ଉଠାଇଥିଲା ତାର ସବିଶେଷ ଉତ୍ତର ଦେଇଛନ୍ତି…