Latest Odisha News

BREAKING NEWS

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩; ଗପରେ ଗପରେ ଜମିଗଲା ସନ୍ଧ୍ୟା

ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର

କରୋନା ଟିକା ନେଲେ ହେଉଛି ବ୍ରେନଷ୍ଟ୍ରୋକ?

ନୂଆଦିଲ୍ଲୀ: ସାରା ବିଶ୍ୱ ଯେତେବେଳେ କୋଭିଡ୍ ଟିକା ନେଇ କରୋନାର ମରଣଜନ୍ତାରୁ ଆଶ୍ୱସ୍ତି ପାଇଛି ବୋଲି ବିଶ୍ୱାସ କରୁଛି। ସେତେବେଳେ ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ରିପୋର୍ଟରେ କୁହାଯାଇଛି କରୋନା ଟିକା ନେବା ଯୋଗୁଁ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ…

ମଧ୍ୟବିତ୍ତ ପରିବାରବର୍ଗଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ଆରଏସଏସର ଆହ୍ୱାନ

ନୂଆଦିଲ୍ଲୀ: ଫେବୃଆରୀରେ ବଜେଟ ଆଗତ କରିବେ କେନ୍ଦ୍ର ସରକାର। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଏଥିସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବାରୁ ଏହି ବଜେଟର ରୂପରେଖ ଆବଶ୍ୟକ ପଡିଲେ ଭୋଟ୍ ବ୍ୟାଙ୍କ ଉପରେ ପଡିପାରେ। ତେଣୁ ଭୋଟ୍ ବ୍ୟାଙ୍କକୁ ସୁହାଇଲା ଭଳି କେନ୍ଦ୍ରର ଶାସକ ଦଳ ବିଜେପିକୁ…

ଲୋକଙ୍କ ଉପରେ ଗାଡି ମଡାଇବା ଘଟଣା: ନବୀନ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ନେଇ ପ୍ରଶାନ୍ତ ଆଶାବାଦୀ

ଖୋର୍ଦ୍ଧା: ଗତବର୍ଷ ଲୋକଙ୍କ ଉପରେ ଗାଡି ମଡାଇବା ଘଟଣାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ରାଜନୈତିକ କ୍ୟାରିଅରକୁ ନେଇ ଆଶ୍ବସ୍ତ। ନିର୍ବାଚନ ଆସିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶ ଉଠାଇଦେବେ ବୋଲି ସେ ବିଶ୍ୱାସ…

ରଣଜୀ ଟ୍ରଫି: ୟୁପି ବିପକ୍ଷ ମ୍ୟାଚରୁ ବାଦ ପଡିଲେ ଅଂଶୁମାନ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉତରପ୍ରଦେଶ ବିପକ୍ଷ ମ୍ୟାଚରୁ ବାଦ ପଡିଛନ୍ତି ଓଡିଶାର ଅଂଶୁମାନ ରଥ । ଚଳିତ ମାସ ୧୭ରେ ମୀରଟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଓଡିଶା ଗସ୍ତ କରିଛି । ୨୫ ବର୍ଷୀୟ ଅଂଶୁମାନ ହିମାଚଳ ପ୍ରଦେଶ ବିପକ୍ଷରେ ଚଳିତ ସିଜନର ପ୍ରଥମ ରଣଜୀ…

ଭାରତର ଚମକୁଥିବା ହୀରା : ଓଡିଶାର ନୀଲମ ସଞ୍ଜୀପ ଖେସ

ହକି ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି । ଓଡିଶାରେ ଖେଳାଯାଉଥିବା ଏହି ମେଗା ଇଭେଂଟରେ ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୪୬ ବର୍ଷ ପରେ ଭାରତ ପୁନର୍ବାର ଚାମ୍ପିୟନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ଭାରତୀୟ ଟିମରେ ସ୍ଥାନ ପାଇଥିବା ୨ ଓଡିଆ ଅମିତ…

କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ, ଚଳିତ ବର୍ଷାଋତୁରେ କାର୍ଯ୍ୟକ୍ଷମ ହେବ କାନପୁର ଡ୍ୟାମ୍

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଉଲକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ରାଜମୁଣ୍ତରୁ ରିମିଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ ସହ…

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ ।…

କରୋନା ଯୋଗୁ ଚୀନର ଗୋଟିଏ ମାସରେ ହୋଇଛି ପ୍ରାୟ ୬୦ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ତଥ୍ୟ ଲୁଚାଉଥିବା ଚୀନ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆରମ୍ଭ କରି ବିଭିନ୍ନ ଦେଶ ସମାଲୋଚନାର କରିବା ପରେ ଚୀନ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ଗତ ୩୦ ଦିନ ଭିତରେ ଦେଶର ହସ୍ପିଟାଲଗୁଡ଼ିକରେ ମୋଟ ୫୯,୯୩୮…

ଇଂଟର ସ୍କୁଲ ଟୁର୍ଣ୍ଣାମେଂଟରେ ୫୦୮ ରନର ଐତିହାସିକ ଇନିଂସ ଖେଳିଲେ ୟଶ ଚାଭଡୋ

ମୁମ୍ବାଇ: ମୁମ୍ବାଇର ୧୩ ବର୍ଷୀୟ କ୍ରିକେଟ ଶନିବାର ୫୦୮ ରନର ଐତିହାସିକ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଂଟର ସ୍କୁଲ ୧୪ ବର୍ଷରୁ କମ ଟୁର୍ଣ୍ଣାମେଂଟରେ ସେ ଏହି ଇନିଂସ ଖେଳିଛନ୍ତି । ସେ ତାଙ୍କ ଇନିଂସରେ ୧୭୮ ବଲର ସମ୍ମୁଖୀନ ହୋଇ ୮୧ ଚୌକା ଓ ୧୮ ଛକା…