Latest Odisha News

BREAKING NEWS

୫୨ ଦିନ ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ, ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଗର୍ଭରେ ଯାଆଁଳା ଶିଶୁ ଥିବା ନେଇ ଜଣା ପଡ଼ିବା ପରେ ଗତ ଅକ୍ଟୋବର ମାସରେ ଜଣେ ମହିଳା ପ୍ରଥମ ମୃତଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟ ଶିଶୁଟି ଡିସେମ୍ବର ମାସରେ ଜନ୍ମ ଗ୍ରହଣ କଲା । ଦୀର୍ଘ ୫୨ ଦିନ ଧରି କିମସ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରି ମାଆ ଓ ଶିଶୁର ଜୀବନ ବଞ୍ଚାଇବାରେ ସଫଳ…

ବନ୍ଦ ହୋଇଗଲା ଅଜୟ, ଅମୀର, ସଲମାନଙ୍କ ଏହି ସବୁ ଫିଲ୍ମ

ମୁମ୍ବାଇ: ବଲିଉଡର ଏବେ ଖରାପ ବେଳା ଚାଲିଛି କହିଲେ ଭୁଲ ହେବନି । ସୁଶାନ୍ତ ସିଂ ରାଜପୁତଙ୍କ ଅଭିଶାପ ସତେ ଯେପରି ଏହାକୁ ଗ୍ରାସ କରିଛି । ବଡ ବଡ ଫିଲ୍ମ ଫ୍ଲପ ହେବା ପରେ ପ୍ରଡ୍ୟୁସରମାନଙ୍କୁ ଘାରିଛି ଭୟ । ଏପରିକି କେତେକ ବହୁ ଚର୍ଚ୍ଚିତ ଫିଲ୍ମ ଡବାରେ ପଡିଯାଇଛି । ଏହା ମଧ୍ୟରେ ଅଜୟ ଦେବଗାନ,…

ଭିସେରା ଚୋରି ପଛରେ ଅଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପୃକ୍ତି ?

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଅଭିଯୋଗ ଅନୁସାରେ, ୨୦୨୨ ଡିସେମ୍ବର ମାସରୁ ଶବ ବ୍ୟବଚ୍ଛେଦ ଗୃହ ଝରକା ଭାଙ୍ଗି କିଏ ଭିସେରା ଚୋରି କରିଛି । ତଥାପି ଅଭିଯୋଗ ପରେ…

ଇଡିର ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଆଉ ଏକ ଆଶ୍ୱସ୍ତି ମିଳିଛି । ଇଡି ପକ୍ଷରୁ ଜାରୀ କରାଯାଇଥିବା ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ । ତେବେ ଅନ୍ୟ ୧୨ଜଣଙ୍କ ନାମ ଏଥିରେ ରହିଛି । ପୂର୍ବରୁ ୫ଜଣଙ୍କୁ ଇଡି ଗିରଫ…

କେବେ ସରିବ ଦିଲୀପ ରାୟଙ୍କ ରାଜନୈତିକ ଅଜ୍ଞାତବାସ ?

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଉରକେଲା । ହେଲେ ଏତେ ବଡ଼ ଆୟୋଜନରେ ରାଉରକେଲାର ବରିଷ୍ଠ ରାଜନେତା ତଥା ହୋଟେଲିୟର୍ ଦିଲୀପ ରାୟଙ୍କୁ ଦେଖିବାକୁ ମିଳୁନି । ଯାହାକୁ ନେଇ ଖାଲି ରାଉରକେଲା କାହିଁକି ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ହକି ବିଶ୍ୱକପ୍ ବେଳେ ଦିଲୀପ…

ଶାହାରୁଖଙ୍କ ପଠାନର ୧୨ଟି ସିନ କଟାଗଲା, ୨୫ରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବ । ସେନ୍ସର ବୋର୍ଡ ୧୨ଟି କଟ ସହ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ ଦେଇଛି । ବିବାଦୀୟ ଭଗୱା ବିକନୀ ସିନ କିମ୍ବା ବେଶରମ ରଙ୍ଗ ଗୀତ ହଟାଯାଇ ନାହିଁ । ତେବେ ଏହି ଗୀତର ଅଶ୍ଲୀଳ ଦୃଶ୍ୟ ଉପରେ ସେନ୍ସର ବୋର୍ଡର…

କାହିଁକି ୨ ଝିଅଙ୍କ ସହ ସୁପ୍ରିମ କୋର୍ଟ ଆସିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ସକାଳର ଦୃଶ୍ୟ ଥିଲା ଅତ୍ୟନ୍ତ ଚକିତ କରିବା ପରି ।  ବରିଷ୍ଠ ବିଚାରପତିଙ୍କଠାରୁ ଆରମ୍ଭ କରି ଆଇନଜୀବୀମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସକାଳୁ ସକାଳୁ ପ୍ରଧାନବିଚାରପତି   ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଠିକ ସମୟରେ ସୁପ୍ରିମ କୋର୍ଟ…

କେମିତି ହଜିଯାଏ ନୂଆବର୍ଷ ସଙ୍କଳ୍ପ ? ସୋସିଆଲ ମିଡିଆରେ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ଭୁବନେଶ୍ୱର: ନୂଆ ବର୍ଷର ରିଜୋଲ୍ୟୁଶନ ପ୍ରାୟ ସମସ୍ତେ କରନ୍ତି । ହେଲେ ଏହି ରିଜଲ୍ୟୁଶନ କେତେଦିନ କାମ କରେ ତାହା କିଏ ହିସାବ ରଖେ ? ଏମିତି ରିଜଲ୍ୟୁଶନ ପ୍ରତିବର୍ଷ ହୁଏ..ହଜେ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏମିତି ହଜି ଯାଉଥିବା ରିଜୋଲ୍ୟୁଶନର ଚିତ୍ର କେବେ ଦେଖିଛନ୍ତି ? ଶିଳ୍ପପତି…

ରାଜ୍ୟ ଓ ରାଜ୍ୟ ବାହାରର ୫୫୪ଟି ଘରୋଇ ହସ୍ପିଟାଲରେ BSKY ହିତାଧିକାରୀଙ୍କୁ ମାଗଣା ଚିକିତ୍ସା  

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ନୂଆ ହସ୍ପିଟାଲ୍ ସାମିଲ୍ କରାଯାଇଛି । ଏଣିକି ବିଏସକେୱାଇ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ୫୫୪ଟି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ରାଜ୍ୟ ବାହାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ,…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା…